Latest Odisha News

BREAKING NEWS

ନିଜ କାମ ସମ୍ପର୍କରେ ଏବେ ପ୍ରତିମାସ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ୍

ଭୁବନେଶ୍ୱର: ନୂତନ ମନ୍ତ୍ରୀମଣ୍ଡଳ ଓ ପ୍ରଶାସନ ମାଧ୍ୟମରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ…

ଆଇଏମଡିର ନୂତନ ଡିଜି ଭାବେ ଓଡିଶାର ମୃତ୍ୟୁଞ୍ଜୟ ମହାପାତ୍ର ନିଯୁକ୍ତ

ନୂଆଦିଲ୍ଲୀ : ଓଡିଶାର ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ର ନୂତନ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ବାତ୍ୟା ସମୟରେ ତାଙ୍କ ଟିମ୍ ଲ୍ୟାଣ୍ଡଫଲ ସମ୍ବନ୍ଧୀୟ ସଠିକ ଆକଳନ ଏବଂ ଧନଜୀବନ ହାନିକୁ…

ରାଜ୍ୟର ୬ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର କିଛି ସ୍ଥାନରେ ଦିନକୁଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ…

ସୁଇମିଂ ପୁଲରେ ବୁଡି ନାବାଳକ ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ କ୍ଲବର ସୁଇମିଂ ପୁଲରେ ମଙ୍ଗଳବାର ଦିନ ପ୍ରଶିକ୍ଷଣ ନେଉଥିବାବେଳେ ଜଣେ ନାବାଳକ ଛାତ୍ର ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସନ୍ଦୀପ ସାହୁ। ମିଳିଥିବା ସୂଚନାନୁଯାୟୀ ଉକ୍ତ ଛାତ୍ରଙ୍କୁ…

ନିତିନ ଓ ପ୍ରତାପଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ଗଡକରୀଙ୍କ ସହ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ମନ୍ତ୍ରଣାଳୟର ଦାୟିତ୍ୱ…

ସମ୍ବଲପୁର: ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଯବାନ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଧନୁପାଲି ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ତଥା ହଇରାଣ ହରକତ କରିବା ଅଭିଯୋଗରେ ଓଡିଶା ସ୍ପେଶାଲ ଆର୍ମଡ୍ ଫୋର୍ସ (ଓଏସଏପି)ର ଯବାନ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଯବାନଙ୍କ ନାମ ସୁରେଶ ବିଭାର (୩୦) ଏବଂ ସେ ଗଡଲୋଇସିଂହ ଗ୍ରାମର ବାସିନ୍ଦା ବୋଲି…

ସଲିଲ୍ ଦା’ ଜଣେ ଅଦ୍ୱିତୀୟ କଳାକାର ଥିଲେ: ପପୁ ପମମମ୍

ଭୁବନେଶ୍ୱର: ବଲିଉଡ଼ ଜଗତର ହ୍ୟାସାଭିନେତା ସଲିଲ୍ ମିତ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କମେଡ଼ି କିଙ୍ଗ୍ ପପୁ ପମ୍ ପମ୍ କହିଛନ୍ତି, ସେ ଥିଲେ ଜଣେ ଅଦ୍ୱିତୀୟ କଳାକାର । ଅଭିନେତା ସଲିଲ୍ ମିତ୍ରଙ୍କର ସୋମବାର ରାତିରେ ରାଜଧାନୀସ୍ଥିତ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । “ସଲିଲ୍ ଦା…

ପରକୀୟା

ପରକୀୟା ରମାକାନ୍ତ ସାମନ୍ତରାୟ ବିନୟ ଘର ଆଗ ଗେଟ ପାଖରେ ପହଞ୍ଚିଲାବେଳୁ ହିଁ ବିରକ୍ତ ହୋଇସାରିଥିଲା । ବେଜାଏ ଗେଟକୁ ଖଟଖଟ କଲା ପରେ ଯାଇଁ ଲତା ଲାଇଟ ଜଳେଇ କବାଟ ଫିଟେଇ ଗେଟ ଖୋଲିଲା, ବିନୟ ହାତରୁ ପରିବା ବ୍ୟାଗ ଓ ହେଲମେଟ ଧରୁ ଧରୁ ଟି.ଭି. ଦେଖୁଥିଲି ବୋଲି ସଫେଇ ଦେଲା । ବିନୟ କିଛି…

ଅନାବନା ଗୀତମାଳିକା

ଅନାବନା ଗୀତମାଳିକା ଅମରେନ୍ଦ୍ର ଖଟୁଆ (ବାତରା ଗୋଷ୍ଠୀ (ସଂବଲପୁର ୧୯୭୨-୧୯୭୬) ପାଇଁ ଲିଖିତ କିଛି ଧାଡ଼ି ସଚ୍ଚି ରାଉତରାୟଙ୍କୁ ଖୁବ୍‍ ଭଲଲାଗିଥିଲା । ସବୁ ଗୋଷ୍ଠୀବାଦର ବିରୋଧରେ ଲିଖିତ ଏଇସବୁ ଧାଡ଼ିକୁ କବି ରବି ସିଂ ମଧ୍ୟ ପସନ୍ଦ କରିଥିଲେ ।) ସଚିବାଳୟର ବାବୁ ମୁଂଡ ଭିତରେ…

ଭଦ୍ରକ ମାର୍କେଟ କଂପ୍ଲେକ୍ସରେ ବଡ଼ ବିସ୍ଫୋରଣ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଭଦ୍ରକ: ଭଦ୍ରକ ସହରରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସହର ମଧ୍ୟରେ ଥିବା ନିୟନ୍ତ୍ରୀତ ବଜାର କମିଟି (ଆରଏମସି) ପରିସରରେ ଏହି ବିସ୍ଫୋରଣ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ, ଆରଏମସି ପରିସରରେ ୧୩୦ ଟନ ବ୍ଲିଚିଂ ପାଉଡ଼ର ରହିଥିବା…