ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର
ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ଶନିବାର ରାତିରେ ଦିଲ୍ଲୀରୁ ଫେରିବାର କାର୍ଯ୍ୟକ୍ରମ ରହିଥିଲା, ମାତ୍ର କାରଣବଶତଃ ରବିବାର ସକାଳ ୭ଟା ବେଳେ ଭୁବନେଶ୍ୱର ପହଞ୍ଚିବ ।
ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଏନେଇ ସୂଚନା ପ୍ରକାଶ ପାଇଛି । ସରକାରୀ…