Latest Odisha News

BREAKING NEWS

ବଲିଉଡର ପ୍ରଖ୍ୟାତ୍ ଷ୍ଟଣ୍ଟ୍ ଡିରେକ୍ଟର ବିରୁ ଦେବଗନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବଲିଉଡ଼ ସୁପରଷ୍ଟାର ଅଜୟ ଦେବଗନଙ୍କ ପିତା ତଥା ପ୍ରସିଦ୍ଧ ଷ୍ଟଣ୍ଟ୍ ଡିରେକ୍ଟର ବିରୁ ଦେବଗନଙ୍କ ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନରୁ ଅସୁସ୍ଥ ଥିବା ଷ୍ଟଣ୍ଟମ୍ୟାନ୍ ବିରୁ…

କାଳବୈଶାଖୀ ଆଶଙ୍କା: ୪ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ମୟୁରଭଞ୍ଜ, କଳାହାଣ୍ଡି ଓ ନୂଆପଡା ଆଦି…

ବିଶ୍ୱକପ ସୁଟିଂରେ ସ୍ୱର୍ଣ୍ଣ ଜିଣିଲେ ଅପୂର୍ବୀ ଚଣ୍ଡେଲା

ମ୍ୟୁନିକ: ଆଇଏସଏସଏଫ ବିଶ୍ୱକପ ରାଇଫଲ୍ ଓ ପିସ୍ତଲ ପ୍ରତିଯୋଗିତାର ମହିଳା ବିଭାଗ ୧୦ ମିଟର୍ ଏୟାର ରାଇଫଲ୍ ବର୍ଗରେ ଭାରତୀୟ ସୁଟର୍ ଅପୂର୍ବୀ ଚଣ୍ଡେଲା ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି । World number 1 @apurvichandela wins Gold in 10 m Air Rifle at @ISSF_Shooting…

ଓଡିଶାର ବାତ୍ୟା ପ୍ରପୀଡିତଙ୍କ ଲାଗି ଡିଜନି ଇଣ୍ଡିଆର ୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଓଡିଶାବାସୀଙ୍କ ପୁନରୁଦ୍ଧାର ତଥା ସହାୟତା ଲାଗି ନିମନ୍ତେ ‘ଡିଜନି ଇଣ୍ଡିଆ’ ପକ୍ଷରୁ ସୋମବାର ଦିନ ୨ କୋଟି ଟଙ୍କା ପ୍ରଦାନ କରଯାଇଛି । ଏହି ସହାୟତା ରାଶି ‘ସେଭ୍ ଦ ଚିଲଡ୍ରେନ୍ ଇନ୍ ଇଣ୍ଡିଆ’ ମାଧ୍ୟମରେ ପ୍ରଦାନ କରାଯାଇଛି ।…

ନିର୍ବାଚନ ଫଳାଫଳ ପାଟକୁରା ଭୋଟରଙ୍କୁ ପ୍ରଭାବିତ କରିପାରିବ ନାହିଁ: ବିଜୟ ମହାପାତ୍ର

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ଜିତିବା ନେଇ ଆଶା ପ୍ରକଟ କରିଛନ୍ତି ବରିଷ୍ଠ ବିଜେଡି ନେତା ବିଜୟ ମହାପାତ୍ର । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଓଡିଶା ବିଧାନସଭା ନିର୍ବାଚନ ଫଳାଫଳ ପାଟକୁରା ବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇବା ନାହିଁ । “ରାଜନୀତିରେ…

ନ ଲେଖିଲା ଭଳି ବହୁତ କିଛି

ନ ଲେଖିଲା ଭଳି ବହୁତ କିଛି ଶ୍ର୍ରୁତିଶିଖା ମହାପାତ୍ର ଏଠି ସେଠି ସବୁଠି ଦେଖ ସମ୍ପର୍କର ଗତିକୁ ନ ଦେଖିଲା, ନ ଜାଣିଲା ଭଳି ମର୍ମେ ମର୍ମେ ସମ୍ପର୍କ କେମିତି ବଂଚିଛି ଏଠି ମାଟି ଅଛି, ଆକାଶ ବି ଅଛି ମନର ଯନ୍ତ୍ରଣା ବି ଅଛି ନିରବଚ୍ଛିନ୍ନ ବିଦ୍ରୋହ ବି ଅଛି ଭୋଗିବାରେ ବି…

ଅବାଂଛିତାର ହାତ

ଅବାଂଛିତାର ହାତ ସୁବଳ ମହାପାତ୍ର ଆଃ...ଭିତରୁ ଭିତରୁ ହୃଦୟଟା କୋରି ହେଇଯାଉଥିଲା ତାର। ମଲାବେଳେ ହନୁ ବି ସତ କହେ, କିନ୍ତୁ କେମିତି କହିବ ସେ? ଏତେ ବର୍ଷରୁ ପାଳିଥିବା ଝିଅଟି ତାର ନୁହେଁ ବୋଲି। କେବେବି ତ ସେ ତାକୁ ଅନ୍ୟର ଛୁଆ ବୋଲି ଭାବିନି। ନିଜର ପରିଚୟ ଦେଇ ଦୁଇ ମାସରୁ ବତିଶ ବର୍ଷର…

ଖୁବଶୀଘ୍ର ପ୍ରକାଶ ପାଇବ +୨ ନାମଲେଖା ବିଜ୍ଞପ୍ତି ପ୍ରକ୍ରିୟା

ଭୁବନେଶ୍ୱର : ଓଡିଶାରେ ଯୁକ୍ତ ୨ କଲେଜ ଗୁଡିକରେ ନାମଲେଖା ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ବାର୍ଷିକ ମ୍ୟାଟ୍ରିକ୍, ସିବିଏସଇ ଓ ଆଇସିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୀଘ୍ର ପ୍ରକାଶିତ…

କଟକରେ ନିର୍ବାଚନ ପରବର୍ତ୍ତୀ ହିଂସା, ୫ ଆହତ

କଟକ : କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ପୋଖରୀ ଗ୍ରାମରେ ସୋମବାର ଦିନ ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତି ଅନ୍ୟ ଏକ ଦଳର ଲୋକଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଜଣେ ମହିଳାଙ୍କ ସମେତ ପରିବାର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଆକ୍ରମଣକାରୀମାନେ…

ଭୁବନେଶ୍ୱରରେ ସ୍କୁଟିକୁ ପିଟିଲା ଟ୍ରକ୍, ଜଣେ ମୃତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ସୋମବାର ସକାଳେ ଏକ ସ୍କୁଟି ଓ ଟ୍ରକ୍ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଆଚାର୍ଯ୍ୟ ବିହାର ନିକଟ ଫ୍ଲାଏଓଭରରେ ଏକ ସ୍କୁଟିକୁ ଗୋଟିଏ ଦ୍ରୁତଗାମୀ ଟ୍ରକ୍ ଧକ୍କା…