ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ୫୯ଟି ଲୋକସଭା ଲାଗି ରବିବାର ମତଦାନ
ନୂଆଦିଲ୍ଲୀ: ଶୁକ୍ରବାର ଦିନ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ସମାପ୍ତ ହେବା ପରେ ଏବେ ରବିବାର ଦିନ ୭ଟି ରାଜ୍ୟରେ ହେବାକୁ ଥିବା ଭୋଟଗ୍ରହଣ ଉପରେ ସମସ୍ତଙ୍କ ନଜର ।
ଦେଶରେ ଅନୁଷ୍ଠିତ ହେଉଥିବା ୨୦୧୯ ସାଧାରଣ ନିର୍ବାଚନରେ ସମୁଦାୟ ୭ଟି ପର୍ଯ୍ୟାୟ ନିର୍ବାଚନରୁ ୫ଟି…