କୋଭିଡ-୧୯ ଭୟ: ଆଇସୋଲେସନରେ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର
ମୁମ୍ବାଇ: କରୋନା ଭାଇରସ ଭୟ ଏବେ ସାରା ବିଶ୍ୱକୁ ଘାରିଛି । ଦିନକୁ ଦିନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ବଲିଉଡର ୯୭ ବର୍ଷୀୟ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଆଇସୋଲେସନରେ ରଖାଯାଇଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
I am…