ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ: ମନ୍ତ୍ରୀ
ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ । କରୋନା ମୁକାବିଲା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ଟେଷ୍ଟକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ସେହିପରି ପ୍ରତ୍ୟେକ ଆର୍ଟିଓ କେନ୍ଦ୍ରରେ ୫୦ରୁ ଅଧିକ ଲୋକେ ରହିପାରିବେ ନାହିଁ । ଏନେଇ…