ଏପ୍ରିଲ୍ ୨୦୨୩ ସୁଦ୍ଧା ନୂଆ ଏନସିଇଆରଟି ସିଲାବସ୍, ପାଠ୍ୟପୁସ୍ତକ ଉପଲବ୍ଧ ହେବ: ନିର୍ଦ୍ଦେଶକ ହୃଷିକେଶ ସେନାପତି
ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ୨୦୨୩ ସୁଦ୍ଧା ନୂତନ ଜାତୀୟ ପାଠ୍ୟକ୍ରମ (ଏନସିଏଫ) ସମୂର୍ଣ୍ଣ କରିବା ନେଇ ଯୋଜନା କରିବାକୁ ଚେଷ୍ଟା କରୁଥିବା ଜଣାପଡୁଛି ।
ଏନସିଇଆରଟିର ନିର୍ଦ୍ଦେଶକ ହୃଷିକେଶ ସେନାପତି ସୂଚନା ଦେଇ କହିଛନ୍ତି…