ଲଣ୍ଡନରେ ଶାହରୁଖ୍ ଖାନ୍ଙ୍କୁ ମିଳିଲା ଡକ୍ଟରେଟ୍
ଲଣ୍ଡନ୍: କିଂଗ୍ ଖାନ୍ ଶାହରୁଖ୍ଙ୍କ ପ୍ରଶଂସକମାନଂକ ଲାଗି ଖୁସି ଖବର । 'ମାନବ ସୌହାର୍ଦ୍ୟ' ବିଷୟ ଉପରେ ଗବେଷଣା କରି ସେ ଲଂଡନ୍ସ୍ଥିତ ୟୁନିଭର୍ସିଟି ଅଫ୍ ଲ'ରୁ ହାସଲ କରିଛନ୍ତି ଡକ୍ଟରେଟ୍ ଡିଗ୍ରୀ । ଜଣେ ଭାରତୀୟ ଭାବେ ବିଦେଶୀ ମାଟିରେ ଏହି ଉପାଧି ଲାଭ କରି ସେ ଭାରତୀୟମାନଙ୍କୁ…