ଜୁଆ ଆଡ୍ଡାରେ ପୋଲିସ ଚଢାଉ,୧୭ ଅଟକ
କଟକ: କଟକର ମଙ୍ଗୁଳି ଛକ ନିକଟରେ ଥିବା ଏକ ଜୁଆ ଆଡ୍ଡା ଉପରେ ସ୍ଥାନୀୟ ପୋଲିସ ଚଢାଉ କରିଛି ।
ଏହି ଘଟଣାରେ ପୋଲିସ ୧୭ ଜଣଙ୍କୁ ଅଟକ ରଖିଛି।
ପ୍ରାପ୍ତ ସୂଚନାନୁଯାୟୀ ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଦୀର୍ଘଦିନରୁ ଜୁଆ ଖେଳ ଚାଲିଥିବା ବେଳେ ଗତକାଲି କୌଣସି ସୁତ୍ରରୁ ଖବର…