ବଜ୍ରପାତରେ ୨ ଶ୍ରମିକ ମୃତ
ରାଉରକେଲା: ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଅଞ୍ଚଳରେ ବଜ୍ରପାତରେ ରବିବାର ସକାଳେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।
ଘଟଣାଟି ଘଟିଛି କୁଆଁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଲୋଡସେରା ଗ୍ରାମରେ । ଏହାଛଡା ମୃତକମାନଙ୍କ ପରିଚୟ ହସ୍ତଗତ ହୋଇନଥିବା ବେଳେ ଦୁହେଁ ଶ୍ରମିକ ବୋଲି ଜଣାପଡିଛି ।…