ମୟୂରଭଞ୍ଜ: ଆଶ୍ରମ ସ୍କୁଲରେ ପୁଣି ନାବାଳିକା ଗର୍ଭବତୀ ଅଭିଯୋଗ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଛି।
ସମ୍ପୃକ୍ତ ନାବାଳିକା ଜଣକ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି । ଆହୁରି ମଧ୍ୟ ବାରିପଦାର ଏକ ମେଡିକାଲ କଲେଜରେ ନାବାଳିକାର ଡାକ୍ତରୀ…