ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…
ଭୁବନେଶ୍ୱର: ପଞ୍ଚସଖା ଯୁଗର ଶେଷ ସଖା ଭାବେ ଖୁବ୍ ପରିଚିତ ଥିଲେ ଆଚାର୍ଯ୍ୟ ହରିହର । ଏପରିକି ସତ୍ୟବାଦୀର ଯେଉଁ ପଞ୍ଚସଖା ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସ୍ୱତନ୍ତ୍ର ପ୍ରଦେଶ ଗଠନ, ଆଦର୍ଶ ଶିକ୍ଷାଦାନ ଓ ଜନସେବାରେ ବ୍ରତୀ ହୋଇଥିଲେ, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ ।
ହରିହର ଏକାଧାରରେ…