Latest Odisha News

BREAKING NEWS

ପରଲୋକରେ ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ହୃଦଘାତ ହେବାରୁ ତାଙ୍କୁ…

କଳାହାଣ୍ଡି: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ ଓ ୩୮ ଗୁରୁତର ଆହତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟସ୍ଥ ଜୋଲକୋ ଠାରେ ରାସ୍ତା ତଳକୁ ଯାତ୍ରୀବାହୀ ବସ୍ ଖସି ପଡ଼ିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୩୮ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଶ୍ରୀଜଗନ୍ନାଥ ନାମକ ଏକ ଯାତ୍ରାବାହୀ ବସଟି ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରୁ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ

ଭୁବନେଶ୍ୱର: ରାଜଧାନୀର ମହାରାଜା ସିନେମା ହଲରେ ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସହିଦନଗର ପୋଲିସ ୩ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଆଚାର୍ଯ୍ୟବିହାରସ୍ଥିତ ମହାରାଜା ସିନେମା ହଲ ମଧ୍ୟରେ କେତେକ ଯୁବକ କିଛି ମହିଳାଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା…

ସାଇନା ନେହେୱାଲ ଜିତିଲେ ‘ଇଣ୍ଡୋନେସିଆନ୍ ମାଷ୍ଟର୍ସ’ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଜାକର୍ତ୍ତା: ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ୍ ରବିବାର ଦିନ ‘ଇଣ୍ଡୋନେସିଆନ୍ ମାଷ୍ଟର୍ସ’ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟଫାଇନାଲ ଜିତି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ଫାଇନାଲରେ ସେ ବିଶ୍ୱର ୪ ନଂ ବ୍ୟାଡ଼ମିଣ୍ଟନ ଖେଳାଳି କାରୋଲିନା ମାରିନଙ୍କୁ ପରାସ୍ତ କରିଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ, ୧୧ଶହ କୋଟି ଟଙ୍କା ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ବ୍ରହ୍ମପୁର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାଠାରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ସମୟରେ ରଙ୍ଗେଇଲୁଣ୍ଡାଠାରେ ଥିବା ଏୟାର ଷ୍ଟ୍ରିପଠାରେ…

ଜଗତସିଂହପୁର: ସଡକ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତରଜଙ୍ଗା ନିକଟରେ ରବିବାର ଦିନ ଏକ ସଡକ ଦୁର୍ଘଟଣାରେ ଜଣେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରମାକାନ୍ତ ରାଉତରାୟ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ରମାକାନ୍ତ ରାସ୍ତା ପାର ହେଉଥିବା ବେଳେ ଦୁର୍ଭାଗ୍ୟବଶତଃ ଏକ…

ପରଲୋକରେ ଦୂରଦର୍ଶନ ସମ୍ବାଦ ପାଠକ ସୁବୋଧ ନାୟକ

ଭୁବନେଶ୍ୱର : ଦୂରଦର୍ଶନ ଏବଂ ଆକାଶବାଣୀର ଲୋକପ୍ରିୟ ସମାଚାର ପାଠକ ସୁବୋଧ ନାୟକଙ୍କ ଆଜି ସକାଳେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ମିଳିଥିବା ସୂଚନାନୁଯାୟୀ ସୁବୋଧ ଦୀର୍ଘଦିନ ହେବ ଅସୁସ୍ଥ ରହିଥିଲେ ।…

ସୁନ୍ଦରଗଡ: ଗୋଟିଏ ପରିବାରର ୫ଜଣଙ୍କ ହତ୍ୟା ଘଟଣାରେ ୬ ଅଟକ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମରେ ଗୋଟିଏ ପରିବାର ୫ଜଣଙ୍କ ହତ୍ୟା ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖିଛି । ଗଣମାଧ୍ୟମକୁ ସୂଚନା ଦେଇ ବଣାଇ ଏସଡିପିଓ ଅବକାଶ ରାଉତରାୟ କହିଛନ୍ତି, ଅଟକ ରହିଥିବା ଅଭିଯୁକ୍ତ ମାନେ ମୃତକଙ୍କ ପଡୋଶୀ ଏବଂ ସେମାନଙ୍କ…

ଭୁବନେଶ୍ୱର ଆସୁଛନ୍ତି ଅରବିନ୍ଦ କେଜ୍ରିୱାଲ୍, ୩୧ରେ ଯୋଗଦେବେ ଜନସଭାରେ

ଭୁବନେଶ୍ୱର: ଆମ୍ ଆଦମି ପାର୍ଟି (ଆପ୍ )ର ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାନୁଆରୀ ୩୧ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚୁଛନ୍ତି । ଗଣମଧ୍ୟମକୁ ରବିବାର ଦିନ ସୂଚନା ଦେଇ ରାଜ୍ୟ ଆପ୍ ର ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, କେଜ୍ରିୱାଲ ବିଜୁ ପଟ୍ଟନାୟକ…

ସାତକୋଶିଆରେ ‘ସୁନ୍ଦରୀ’କୁ ଜଗିବେ ଶିମିଳିପାଳର ୨ କୁମକୀ ହାତୀ

ଅନୁଗୁଳ/ବାରିପଦା : ଅନୁଗୁଳ ଜିଲ୍ଲା ସାତକୋଶିଆ ଜଙ୍ଗଲରେ ଥିବା ବାଘୁଣୀ ସୁନ୍ଦରୀ ଉପରେ ନଜର ରଖିବା ପାଇଁ ଶିମିଳିପାଳରୁ ୨ଟି ହାତୀକୁ ପଠାଇବା ନେଇ ବନ ବିଭାଗ ନିଷ୍ପତ୍ତି ନେଇଛି । ପୂର୍ବରୁ ସାତକୋଶିଆରେ ଥିବା ବାଘୁଣି ସୁନ୍ଦରୀ ଉପରେ ନଜର ରଖିବା ପାଇଁ ଅନ୍ୟ ଏକ କୁମକୀ ହାତୀ ଯଶୋଦାକୁ…