ଜୁନ୍ ୮ରୁ ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ ଚଳାଚଳ
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୮ ତାରିଖରୁ ଓଡିଶାରେ ଆଉ ଏକ ଆନ୍ତଃରାଜ୍ୟ ଟ୍ରେନ୍ ଚଳାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି କରାଯାଇଛି।
ଏହି ସ୍ୱତନ୍ତ୍ର ଟ୍ରେନ୍ ରାଉରକେଲା ଷ୍ଟେସନରୁ ସକାଳ ୫ଟା ୧୦ମି. ଏବଂ ଭୁବନେଶ୍ୱରରୁ ଦିନ ୨ଟା ୧୦ମି.ରେ ଛାଡିବ। ଏହା ବ୍ୟତୀତ ଏହି ଟ୍ରେନ ଜୁନ୍ ୩୦…