ଦଳର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବାକୁ ମୁଁ ମୋ ନିଜ ଇଚ୍ଛାରେ ଇସ୍ତଫା ଦେଲି: ମହାରଥୀ
ଭୁବନେଶ୍ୱର: ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ ପରେ ରାଜ୍ୟ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ରବିବାର ଦିନ ଗଣମାଧ୍ୟମ ଆଗରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳୀୟ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବାକୁ ମୁଁ ନିଜ ଇଚ୍ଛାରେ ଇସ୍ତଫା ପ୍ରଦାନ କରିଛି ।
ପିପିଲି…