ଦିଲ୍ଲୀ କଂଗ୍ରେସ ପ୍ରଭାରୀ ପଦ ଛାଡିଲେ ପି. ସି. ଚାକୋ
ନୂଆଦିଲ୍ଲୀ: ଚଳିତ ବିଧାନସଭା ନିର୍ବାଚନରେ ପୁଣି ଥରେ ଦିଲ୍ଲୀରେ ମୂଳପୋଛ ହୋଇଛି କଂଗ୍ରେସ । ଖାତା ବି ଖୋଲି ପାରିଲା ନାହିଁ । ଶୋଚନୀୟ ପରାଜୟ ପରେ ଆରମ୍ଭ ହୋଇଛି ମାନସମନ୍ଥନ । ପଦ ଛାଡିଲେ କଂଗ୍ରେସ ଦିଲ୍ଲୀ ପ୍ରଭାରୀ ପି. ସି. ଚାକୋ । ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।
PC…