ବିଜେପି ଶାସନ କବଳରୁ ଭାରତ ମୁକ୍ତ ହେବ: ନିରଞ୍ଜନ
ଭୁବନେଶ୍ୱର: ‘କଂଗ୍ରେସ ମୁକ୍ତ ଭାରତ’ ଲାଗି ବିଜେପିର କାନ୍ଦଣା ସଦ୍ୟ ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳରେ ସର୍ବ ପୁରାତନ ଦଳ ପୁନର୍ବାର ଶାସନକୁ ଫେରିବା ପରେ ଏହା ବିଜେପି ପ୍ରତି ପ୍ରହାର ସଦୃଶ ହୋଇଛି । ଏପରିକି ମଧ୍ୟପ୍ରଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରି କଡ଼ା ଟକ୍ଟର ଦେଇ…