ସ୍ୱପ୍ନା ଚୌଧୁରୀଙ୍କ ପ୍ରଶ୍ନର ଉତ୍ତର ଶୁଣି ଖୁସି ହେଇଗଲା ଆପ୍!
ନୂଆଦିଲ୍ଲୀ: ଆଜି ସରିଲା ଦିଲ୍ଳୀ ନିର୍ବାଚନ ପ୍ରଚାର । ଅନ୍ତିମ ଦିନରେ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆଜି ଏହି ପ୍ରଚାରରେ ସାମିଲ ହୋଇଥିଲେ ଭୋଜପୁରୀ ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ପ୍ରଚାର ମଇଦାନରେ ଅନ୍ତିମ ଦିନର ପ୍ରଚାର ହୋଇଥିବାରୁ ସ୍ୱପ୍ନା ମଧ୍ୟ ନିଜ ଶେଷ ସ୍ପର୍ଶ ଦେଉଥିଲେ ।…