ପୁରୀ ସମୁଦ୍ରରେ ଭାସିଯାଉଥିବା ବଙ୍ଗୀୟ ଦମ୍ପତିଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ
ପୁରୀ: ପୁରୀ ସମୁଦ୍ରକୂଳରେ ଗାଧୋଇବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବଙ୍ଗୀୟ ଦମ୍ପତି ଦ୍ୱୟ । ଗୁରୁବାର ସକାଳେ ସମୁଦ୍ରରେ ଭାସିଯାଉଥିବାବେଳେ ବେଳାଭୂମିରେ ନିଯୁକ୍ତ ଥିବା ଲାଇଫଗାର୍ଡ ସେମାନଙ୍କ ଜୀବନ ବଂଚାଇଛନ୍ତି ।
ସୂଚନା ମୁତାବକ, ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ଚୈତନ୍ୟ ଛକ ସୁମଦ୍ରକୂଳ…