Latest Odisha News

BREAKING NEWS

ଆଜିଠୁ ଆରମ୍ଭ ‘ଭୁଫେଷ୍ଟୋ’, କାହାଣୀ କହିବ ରାଜଧାନୀ

ଭୁବନେଶ୍ୱର : କାହାଣୀ ଶୁଣିବାକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ଖୁସିର ଖବର । କାହାଣୀକୁ ନେଇ ହିଁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଷ୍ଟୋରି ଟେଲିଂ ଫେଷ୍ଟିଭାଲ (ଭୁଫେଷ୍ଟୋ) । ଏଥିରେ ଦେଶ ତଥା ବିଦେଶର ପ୍ରମୁଖ ଗାଳ୍ପିକ ମାନଙ୍କ ଠାରୁ କାହାଣୀ ଶୁଣିବାକୁ ମିଳିବ ।…

ଭାରତର ଦାଗୀ ନେତା ତାଲିକା: ୨ୟ ସ୍ଥାନରେ ଓଡ଼ିଶା !

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଏକ ତଥ୍ୟ ଅନୁଯାୟୀ ଭାରତର ଦାଗୀ ନେତା ତାଲିକାରେ ଓଡ଼ିଶା ରାଜ୍ୟ ୨ୟ ସ୍ଥାନ ଦଖଲ କରିଛି । ନିକଟରେ ସୁପ୍ରିମକୋର୍ଟରେ ଦାଗୀ ନେତାଙ୍କ ସମ୍ପର୍କୀତ ଏକ ମାମଲାରେ ଆମିକସ୍ କ୍ୟୁରୀ ବିଜୟ ହଂସାରିଆ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି । ଏହି ତଥ୍ୟ…

ମହିଳାଙ୍କ ଲାଗି ୩୩ % ସ୍ଥାନ ସଂରକ୍ଷଣ: ବିଜେଡ଼ି ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକୁ ଭେଟିବ

ଭୁବନେଶ୍ୱର: ମହିଳା ମାନଙ୍କ ଲାଗି ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ଦଳର ପ୍ରତିନିଧିମାନେ ଜାତୀୟ ଏବଂ ଆଞ୍ଚଳିକ ଦଳଙ୍କୁ ଭେଟି ସମର୍ଥନ ଲୋଡ଼ିବାକୁ ବିଜେଡ଼ି ପକ୍ଷରୁ ବୁଧବାର ଦିନ ନିଷ୍ପତ୍ତି ନିଆଯାଇଛି । ନବୀନ ନିବାସଠାରେ ବୁଧବାର ଦିନ ବିଜେଡ଼ି ସଭାପତି ନବୀନ…

‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ଓଡ଼ିଶାରେ ପଞ୍ଜିକୃତ ହୋଇନାହିଁ: ଓଡ଼ିଶା ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ପୋଲିସ କହିଛନ୍ତି, ଢେଙ୍କାନାଳ ଜିଲ୍ଲାରେ ଏକ ସେଲଟର୍ ହୋମରେ ନାବାଳିକାଙ୍କ ଉପରେ ହୋଇଥିବା ଯୌନ ଶୋଷଣ ଅଭିଯୋଗ ସମ୍ପର୍କରେ ସୂଚନା ଦେଇ ବୁଧବାର ଦିନ ଢେଙ୍କାନାଳ ପୋଲିସ କହିଛନ୍ତି, ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ଏନଜିଓ ଓଡ଼ିଶାରେ ପଞ୍ଜିକୃତ ହୋଇନାହିଁ । ଉପରୋକ୍ତ…

କଟକ ଠାରେ ‘ବର୍ଜ୍ୟଜଳ ବିଶୋଧନାଗାର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ : କଟକ ସ୍ଥିତ ସିଡିଏ-୧ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅତ୍ୟାଧୁନିକ ‘ବର୍ଜ୍ୟଜଳ ବିଶୋଧନାଗାର’ର ଉଦଘାଟନ କରିଛନ୍ତି । ‘ଆମ ସହର ଆମ ଉନ୍ନତି’ କାର୍ଯ୍ୟକ୍ରମର ଏହା ଏକ ପ୍ରକଳ୍ପ । ମିଳିଥିବା ସୂଚନା ଅନୁଯାୟୀ ‘ଆମ ସହର ଆମ ଉନ୍ନତି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି…

ଦାଶରଥି ଦାସଙ୍କ ସମେତ ୪ଜଣ ଓଡିଆ ଲେଖକଙ୍କୁ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’

ଭୁବନେଶ୍ୱର : ଓଡିଶାର ୪ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ୨୦୧୮ ଲାଗି ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ଘୋଷଣା କରାଯାଇଛି । ପ୍ରଖ୍ୟାତ ସାହିତ୍ୟିକ ଡ.ଦାଶରଥି ଦାସ ତାଙ୍କର ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୧୮ ମନୋନୀତ ହୋଇଛନ୍ତି ।…

ଓଡ଼ିଶା ହାଇକୋର୍ଟରେ ଅଭିଜିତ ଆୟାର ମିତ୍ରଙ୍କୁ ମିଳିଲା ଜାମିନ

କଟକ: ଓଡ଼ିଶା ତଥା ଓଡ଼ିଆ ସଂସ୍କୃତି ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଅଦାଲତ ସହିଦ ନଗର ଏବଂ କୋଣାର୍କ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାରେ ଅଭିଜିତଙ୍କୁ ଜାମିନ ପ୍ରଦାନ…

ସେଲଟର୍ ହୋମ ଯୌନ ଶୋଷଣ ମାମଲାରେ ଏନଏଚଆରସି ହସ୍ତକ୍ଷେପ କରିବ

ଭୁବନେଶ୍ୱର: ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଏକ ସେଲଟର୍ ହୋମରେ ଥିବା ନାବାଳକ/ନାବାଳିକା ଅନ୍ତେବାସିନୀଙ୍କ ଉପରେ ହୋଇଥିବା ଯୌନ ଶୋଷଣ ଅଭିଯୋଗକୁ ଭିତ୍ତି କରି ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ନାମକ ଏନଜିଓ ସଂସ୍ଥାର ଏମଡ଼ି ଫୟାଜ୍ ଅହମ୍ମଦଙ୍କୁ ପୋଲିିସ ଗିରଫ କରିଥିଲେ । ଗିରଫ ହେବା ପରେ ଫୟାଜ୍…

ରାୟଗଡାରେ ନକଲି ମାଓବାଦୀ ଗିରଫ

ରାୟଗଡ଼ା : ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଜଣେ ଠିକାଦାରଙ୍କ ଠାରୁ ବଟି ଆଦାୟ କରୁଥିବା ୨ଜଣଙ୍କୁ ନକଲି ମାଓବାଦୀଙ୍କୁ ରାୟଗଡ଼ା ପୋଲିସ ଗିରଫ କରିଛି । ଏହି ଅଭିଯୁକ୍ତ ଦ୍ୱୟ ରାୟଗଡ଼ା କସ୍ତୁରୀ ନଗରର କେ. ମାଧବ ରାଓ ଏବଂ ଅନ୍ୟଜଣେ ଜେ.କେ.ପୁର ଅଞ୍ଚଳର ଭି. ଜଗନ୍ନାଥ ବୋଲି ଜଣାପଡିଛି ।…

ରାଉରକେଲା ଏନଆଇଟିରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ଏନଆଇଟି)ରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ କିଛି ଛାତ୍ର ଓ୍ୱାର୍କ୍ସ ଓ…