ମଣ୍ଡିରେ ଭିଜୁଛି କୁଇଂଟାଲ କୁଇଂଟାଲ ଧାନ
ବୌଦ୍ଧ: ମଣ୍ଡିରେ ଭିଜୁଛି ଶହ ଶହ କୁଇଂଟାଲ ଧାନ । କେଉଁଠି ପଚି ଗଲାଣି ତ ଆଉ କେଉଁଠି ଗଜା ହୋଇଗଲାଣି । ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଚାଷୀର ବର୍ଷ ଜାକର ପରିଶ୍ରମ ପାଣିରେ ଧୋଇ ହୋଇଯାଇଛି । ମଣ୍ଡିରେ ଧାନ ଘୋଡାଇବାକୁ କୌଣସି ବ୍ୟବସ୍ଥା ନଥିବାରୁ ଏହାକୁ ନେଇ…