ପକ୍ଷୀ ପରି ଆକାଶରେ ଉଡିବାକୁ ଚାହୁଁଥିଲେ ଯାଆନ୍ତୁ ଏହି ସ୍ଥାନକୁ…
ଭୁବନେଶ୍ୱର: ପକ୍ଷୀ ଭଳି ମୁକ୍ତ ଆକାଶରେ ଉଡ଼ିବାକୁ କିଏ ବା ନଚାହେଁ । ତେବେ ଆପଣଙ୍କ ଆକାଶରେ ଉଡ଼ିବାର ଇଚ୍ଛାକୁ ପୁରଣ କରିବାକୁ ଚାହୁଁଥଲେ କରନ୍ତୁ ପାରାଗ୍ଲାଇଡ଼ିଙ୍ଗ ।
ଭାରତରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି ମଧ୍ୟ ଆପଣଙ୍କ ସ୍ୱପ୍ନ ପୂରଣ କରି ପାରିବେ।…