Latest Odisha News

BREAKING NEWS

ଖୋର୍ଦ୍ଧାରେ ପୁଣି ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବାଜପୁର ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଟାଟା ଇଣ୍ଡିକାଶ୍ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିଥିଲେ ।…

ମାଡି ଆସୁଛି ବାତ୍ୟା ‘ଗାଜା’, ସନ୍ଧ୍ୟା ସୁଦ୍ଧା ଛୁଇଁବ ସ୍ଥଳ ଭାଗ

ଚେନ୍ନାଇ: ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇଠାରୁ ୩୨୦ କିଲୋମିଟର ଦୂରରେ ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍ ଏବଂ ପାମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ‘ଗାଜା’ ଗୁରୁବାର…

ହରିଣ ଶିଙ୍ଗ ଓ ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ

କଟକ/ଦେଓଗଡ : କଟକ ଓ ଦେଓଗଡ ଜିଲ୍ଲାର ୨ ହାତୀ ଶିକାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆଠଗଡ ଫରେଷ୍ଟ ଡିଭିଜନର ଅଧିକାରୀ ଗୁରୁବାର ଦିନ ଜଣେ ଶିକାରୀକୁ ଗିରଫ କରିବା ସହ ତାଠାରୁ ହରିଣ ଶିଙ୍ଗ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛନ୍ତି ।…

ସାତକୋଶିଆରେ କାହ୍ନା ମହାବଳ ବାଘର ମୃତ୍ୟୁ !

ଅନୁଗୁଳ : ବାଘୁଣୀ ‘ସୁନ୍ଦରୀ’କୁ ନେଇ ଚର୍ଚ୍ଚା ଥମିନଥିଲାବେଳେ ‘କାହ୍ନା ବ୍ୟାଘ୍ର ପ୍ରକଳ୍ପ’ରୁ ସାତକୋଶିଆ ଅଣାଯାଇଥିବା ମହାବଳ ବାଘର ମୃତ୍ୟୁ ଘଟିଛି । ସାତକୋଶିଆ କୋର୍ ଅଞ୍ଚଳରୁ ବାଘର ଦେହ ଠାବ କରାଯାଇଛି । ଉକ୍ତ ବାଘକୁ ଦୀର୍ଘ ୫ମାସ ହେବ ଟ୍ରାକିଂ କରାଯାଉଥିବାବେଳେ ହଠାତ୍ ବାଘର…

ହକି ବିଶ୍ୱକପ ଟିକଟ ନପାଇ ଉତ୍ତ୍ୟକ୍ତ ଦର୍ଶକଙ୍କ କାଉଣ୍ଟରରେ ଭଙ୍ଗାରୁଜା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେଉଥିବା ବିଶ୍ୱକପ ହକି ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚର ଟିକଟ ନପାଇବାରୁ କେତେକ ଦର୍ଶକ ହତାଶ ହୋଇ ଭଙ୍ଗାରୁଜା କରିଥିଲେ । ଫଳରେ ଉତ୍ତ୍ୟକ୍ତ ଦର୍ଶକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା…

ଆସୁଛି ‘ନାୟକର ନାଁ ଦେବଦାସ’, ‘ପାରୋ’ ଚରିତ୍ରରେ ଭୂମିକା ଦାଶ !

ଭୁବନେଶ୍ୱର: ସିନେମା ଜଗତରେ ‘ଦେବଦାସ’ ଚରିତ୍ରକୁ ନେଇ ପୂର୍ବରୁ ପ୍ରାୟ ୧୬ଟି ଭାରତୀୟ ଭାଷାରେ ଚଳଚ୍ଚିତ୍ର ନିର୍ମିତ ହୋଇଛି । ପ୍ରସିଦ୍ଧ ବଙ୍ଗଳା ଉପନ୍ୟାସ ‘ଦେବଦାସ’କୁ ଆଧାରକରି ହିନ୍ଦି ସମେତ ବଙ୍ଗଳା, ମରାଠୀ, ଗୁଜରାଟୀ, ମାଲୟାଲାମ ତଥା ତେଲୁଗୁ ଭାଷାରେ ନିର୍ମିତ ହୋଇଥିଲେ ମଧ୍ୟ ଓଡ଼ିଆ…

ହାତୀ ମୃତ୍ୟୁ ପ୍ରସଙ୍ଗ: ଘଟଣାରେ ନିଜେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ମାନେକାଙ୍କ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାରେ କ୍ରମାଗତ ଭାବେ ହାତୀମୃତ୍ୟୁ ଜନିତ ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ଜଣାଶୁଣା ପଶୁ-ଅଧିକାର କର୍ମୀ ତଥା କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏହି ଘଟଣା ପ୍ରତି ସ୍ୱତନ୍ତ୍ରଭାବେ ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।…

‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । https://twitter.com/narendramodi/status/1062684582212816897 ଏହି ଅବସରରେ ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ…

ଅପରାଜିତା ଷଡ଼ଙ୍ଗୀଙ୍କ ‘ସ୍ୱେଚ୍ଛାକୃତ ଅବସର’ ନେବା ଆବେଦନକୁ ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ (ଆଇଏଏସ)ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ଚାକିରିରୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ନେବାର ଆବେଦନକୁ ବୁଧବାର ଦିନ ଗ୍ରହଣ କରିଛନ୍ତି । ସେ ବିଜେପିରେ ଖୁବଶିଘ୍ର ଯୋଗ ଦେଇପାରନ୍ତି । “ଷଡ଼ଙ୍ଗୀ କୌଣସି ଭିଜିଲାନ୍ସ ମାମଲାରେ ଜଡ଼ିତ…

ବ୍ରହ୍ମ ବିଭ୍ରାଟ: ସେବାୟତ ଖୋଲିଲେ ପେଡ଼ି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗର ପେଡ଼ି ଧିରେ ଧିରେ ଖୋଲିବାରେ ଲାଗିଛି । ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୧୧ଜଣ ସେବାୟତଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇଯିବାର ଗୋଟିଏ ଦିନ ପରେ ଅର୍ଥାତ ଆଜି ଏହି…