ପରାଜୟରେ କ୍ୟାରିୟର୍ ଶେଷ କଲେ ସୁନ୍ଦରୀ ଟେନିସ୍ ତାରକା କାରୋଲିନ୍
ସିଡ଼ନୀ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଅବସରରେ ଡେନମାର୍କର କାରୋଲିନ୍ ୱଜନିଆକିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି । ତେବେ କ୍ୟାରିୟରରେ ଶେଷ ଗ୍ରାଣ୍ଡସ୍ଲାମରେ ତାଙ୍କ ପ୍ରଦର୍ଶନ ଉତ୍ସାହନଜନକ ରହି ନ ଥିଲା ।
ଟ୍ୟୁନିସିଆର ଓନ୍ସ ଜବେଉରଙ୍କ ନିକଟରୁ ସେ ୭-୫, ୩-୬ ଓ ୭-୫ ସେଟରେ…