Latest Odisha News

BREAKING NEWS

ଭୁବନେଶ୍ୱର ବିମାନବନ୍ଦରରେ ଭୁଶୁଡିଲା ନିର୍ମାଣଧିନ ଛାତ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ନିର୍ମାଣଧିୀନ କୋଠାର ଛାତ ଭୁଶୁଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଶ୍ରମିକ ଆହତ ହୋଇଛନ୍ତି । ମୃତକ ଜଣକ କଟକ ଜିଲ୍ଲାର ଅନ୍ତର୍ଯ୍ୟାୟୀ ଗୁରୁ ହୋଇଥିବା ବେଳେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୦୧-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୨୫ ରିଖ ଶନିବାର ମକର ୧୧ ଦିନ ମାଘମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବୃଷ ସିଂହ…

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ଯୋଗଦେବେ ଆଇଏଏସ ରୂପା ମିଶ୍ର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶିକା ରୂପା ମିଶ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବେ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ପରିମଳ ବିଭାଗର ନିର୍ଦ୍ଦେଶିକା ଭାବେ ଦାୟିତ୍ୱ ତୁଲାଇବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ, କେନ୍ଦ୍ର…

କେ-୪ ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ବିଶାଖାପଟନମ୍ ଉପକୂଳରୁ କେ-୪ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଏହା ନୌସେନା ଶକ୍ତି ବୃଦ୍ଧିରେ ଭାରତ ପାଇଁ ବଡ ସଫଳତା ଆଣିବ ବୋଲି କୁହାଯାଉଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କେ-୪ ମିସାଇଲ ଚୀନର ରାଜଧାନୀ ବେଜିଂଠାରୁ ନେଇ ପାକିସ୍ତାନର ସମସ୍ତ ସହରକୁ ନିଜର…

ନାଗରିକଙ୍କଠୁ ମହୁମାଛି ପରି ଟ୍ୟାକ୍ସ ଆଦାୟ ହେବା ଦରକାର: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖରେ ଉପସ୍ଥାପନ ହେବ ସାଧାରଣ ବଜେଟ ୨୦୨୦-୨୧ । ଏହି ବଜେଟ ଉପରେ ପ୍ରତ୍ୟେକ ବର୍ଗର ଲୋକଙ୍କ ଆଶା ରହିଛିି । ତେବେ ବଜେଟ ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଟିକସ ବିବାଦ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ତୁଟାଇବାକୁ ପରାମର୍ଶ…

ଆଇକନିକ୍‌ ତାଲିକାରେ ସ୍ଥାନ ପାଇବ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର !

କୋଣାର୍କ: ଓଡ଼ିଶା ଲାଗି ଖୁସିର ଖବର । ଓଡ଼ିଶା ପର୍ଯ୍ୟଟନର ବହୁଦିନର ଆଶା ଏବେ ପୂରଣ ହେବାକୁ ଯାଉଛି । କୋଣାର୍କରେ ଚାଲିଥିବା ଜାତୀୟ ପର୍ଯ୍ୟଟନ ସମ୍ମିଳନୀର ଆଜି ଥିଲା ଉଦଯାପନୀ ଉତ୍ସବ । ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଆଶ୍ୱାସନା ଦେଇ କହିଛନ୍ତି ଯେ, ଖୁବ୍ ଶିଘ୍ର…

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି । ୨୨ ଜାନୁଆରୀ, ୨୦୨୦ରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିଜେତାମାନେ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଅଂଶଗ୍ରହଣ କରିବେ । ଭାରତର ବିଭିନ୍ନ…

‘ସିଏଏ’ ସମର୍ଥନ ରାଲି: ସୁମିତ୍ରା ମହାଜନଙ୍କ ସହ ବହୁ ବିଜେପି ତୁଙ୍ଗ ନେତା ଗିରଫ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଆଜି ଏକ ରାଲି ଆୟୋଜିତ ହୋଇଥିଲା । ଏହି ଅବସରରେ ବଜେପିର ବହୁ ତୁଙ୍ଗ ନେତାଙ୍କୁ ଗିରଫ କରାଯାଇଛି । ଏଥିରେ ବିଜେପି ସଂସଦ, ବିଧାୟକଙ୍କ ସମେତ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ସାମିଲ ହୋଇଛନ୍ତି ।ଗିରଫ…

ଭାଙ୍ଗିଲା ସବୁ ବେସରକାରୀ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି

ଭୁବନେଶ୍ୱର: ରାଜ୍ୟର ସମସ୍ତ ବେସରକାରୀ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟିକୁ ଶୁକ୍ରବାର ଭାଙ୍ଗିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ଜାରି କରିବା ସହ ତତ୍‌କ୍ଷଣାତ ଏହାକୁ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଅନୁଦାନପ୍ରାପ୍ତ…

ଟି-୨୦ରେ ୨୦୦ ରନ୍ ଚେଜ୍ କରି ନୂଆ ରେକର୍ଡ଼ କଲା ଭାରତ !

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଭାରତ ୨୦୦ରୁ ଊର୍ଦ୍ଧ୍ୱ ରନ ଚେଜ୍ ୪ର୍ଥ ଥର ପାଇଁ କରି ରେକର୍ଡ କରିଛି । ଅଷ୍ଟ୍ରେଲିଆ ୨ଥର ଏବଂ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ,…