Latest Odisha News

BREAKING NEWS

ରାଜକୋଟ ଦିନିକିଆ ବିଜୟରେ କୋହଲୀ, ରୋହିତ ଓ କୁଲଦୀପଙ୍କ ନୂଆ କିର୍ତ୍ତୀମାନ

ରାଜକୋଟ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟରେ ଭାରତ ବିଜୟ ହାସଲ କରିବା ସହ ଖେଳାଳିମାନେ କେତେଗୁଡିଏ ରେକର୍ଡ ମଧ୍ୟ କରିଛି । ହିଟମ୍ୟାନ ରୋହିତ ଶର୍ମା ଓପନର ଭାବେ ଦ୍ରୁତ ୭ ହଜାର ରନ ସଂଗ୍ରହ କରିଛନ୍ତି । ସେହିପରି ଅଧିନାୟକ ବିରାଟ କୋହଲି କମ୍ ଇନିଂସରେ ୯ହଜାର ରନ ପୂର୍ଣ୍ଣ…

ବାଇକ୍ ପଛରେ ବସିଲେ ପିନ୍ଧିବାକୁ ପଡିବ ହେଲମେଟ୍‌: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ବାଇକ ପଛରେ ବସିଲେ ବି ହେଲ୍‌ମେଟ୍ ପିନ୍ଧୁବାକୁ ବାଧ୍ୟ । ଦୁଇ ଚକିଆ ଯାନ ଚଳାକ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏଥିସହ ଆଇନ ଉଲ୍ଲଂଘନ…

ଇରାନ ସୁପ୍ରିମୋ ଅଲ୍ଲି ଖାମିନିଙ୍କୁ ଟ୍ରମ୍ପଙ୍କ ନାଲିଆଖି

ୱାଶିଂଟନ: ଇରାନକୁ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ । ନିଜ ଶବ୍ଦ ପ୍ରତି ସତର୍କ ରହିବାକୁ ଇରାନର ସୁପ୍ରିମୋ ଲିଡର ଆୟୋତୋଲା ଅଲ୍ଲି ଖାମିନିଙ୍କୁ କଡା ଭାଷାରେ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଟୁଇଟ୍ ମାଧ୍ୟମରେ ଟ୍ରମ୍ପ ଇରାନ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,…

ବିବାହ ନିମନ୍ତ୍ରଣ ପତ୍ରରେ ‘ସିଏଏ’ ସମର୍ଥନ ବାର୍ତ୍ତା; ଭାଇରାଲ୍ ହେଲା କାର୍ଡ !

ଭୋପାଳ: ବିବାହ କାର୍ଡରେ ସିଏଏ ସମର୍ଥନ ବାର୍ତ୍ତା । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇ ମଧ୍ୟପ୍ରଦେଶର ଜଣେ ଯୁବକ ଏଭଳି କରିଛନ୍ତି । ମଧ୍ୟପ୍ରଦେଶ ଜିଲ୍ଲାର ପ୍ରଭାତ ନାମକ ଜଣେ ଯୁବକ ନିଜ ବିବାହ କାର୍ଡରେ ‘ଆଇ ସପୋର୍ଟ ଫର୍ ସିଏଏ’ ଛପାଇଛନ୍ତି । ଏହି ଏହି ନିମନ୍ତ୍ରଣ କାର୍ଡ ସୋସିଆଲ…

ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର !

ଭୁବନେଶ୍ୱର: ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଶନିବାର ସକାଳେ ୨୦ ମିଟର ଦୂରରୁ ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର । ଏହାଛଡା ଭୁବନେଶ୍ୱର ପାଣିପାଗ ବିଭାଗ ଘନ କୁହୁଡି ପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ଓଡ଼ିଶାର ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି । ଓଡ଼ିଶାରେ ରାତିର ତାପମାତ୍ରା…

ଖୁବଶୀଘ୍ର ପରଦାକୁ ଆସୁଛି କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବାୟୋପିକ ‘ସେରଶାହା’

ମୁମ୍ବାଇ: ୧୯୯୯ ମସିହାର ଛାତିଥରା କରଗିଲ ଯୁଦ୍ଧ କିଏ ବା ମନରୁ ପାସୋରି ପାରିଥିବ । ଭାରତ- ପାକିସ୍ତାନ ମଧ୍ୟରେ ଦୀର୍ଘ ୨ ମାସ ଧରି ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଭରତ ହାସଲ କରିଥିଲା ଜିତାପଟ। ଏହି ଯୁଦ୍ଧର ହିରୋ କୁହାଯାଉଥିବା କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀକୁ ନେଇ ଖୁବଶୀଘ୍ର…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୦ ପର୍ଯ୍ୟଟକ ଆହତ

ବାଲେଶ୍ୱର: ସହରରେ ଘନ କୁହୁଡି ଜାରି ରହିବା ଯୋଗୁଁ ଏନେଇ ଅନେକ ସଡକ ଦୁର୍ଘଟଣା ଘଟୁଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ଜିଲ୍ଲାର ଶେରଗଡ-ଖଣ୍ଡପଡା ରୋଡ ନିକଟରେ ଏକ ପର୍ଯ୍ୟଟକଙ୍କ ବସକୁ ଗୋଟିଏ…

ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କ ଦେହାନ୍ତରେ ବିଶିଷ୍ଟ କ୍ରୀଡାବିତଙ୍କ ଶୋକପ୍ରକାଶ

ମୁମ୍ବାଇ: ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କର ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ବହୁ ଜଣାଶୁଣା କ୍ରୀଡାବିତ୍ ମାନେ ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟା…

ସାଇବାବାଙ୍କ ଜନ୍ମଭୂମୀକୁ ନେଇ ବିବାଦ: ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା

ଶିରିଡ଼ି: ରାମ ଜନ୍ମଭୂମିକୁ ନେଇ ବିବାଦ ନଥମୁଣୁ ପୁଣି ସାଇବାବାଙ୍କ ଜନ୍ମଭୂମୀକୁ ନେଇ ମହାରାଷ୍ଟ୍ରରେ ବିବାଦ ଘନୀଭୂତ ହୋଇଛି । ଆସନ୍ତା ରବିବାରଠାରୁ ମହାରାଷ୍ଟ୍ରରେ ଥିବା ସାଇବାବାଙ୍କ ପୀଠ ଶିରିଡ଼ିରେ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦର ଡାକରା ଦିଆଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ…

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ସୌରଭ ଓଡିଶାରେ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌-୧ ପରୀକ୍ଷାଫଳ ଶନିବାର ଦିନ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ଓଡିଶାରେ ସୌରଭ ସୌମ୍ୟକାନ୍ତ ଟପ୍ପର ହୋଇଛନ୍ତି । ସୌରଭ ୯୯.୯୯% ମାର୍କ ରଖି ଓଡିଶାରେ ଟପ୍ପର ହୋଇଥିବା ବେଳେ ୯୯.୯୮…