୪ ମାସ ହେଲା ଜଳୁଛି ଜଙ୍ଗଲ: ପ୍ରାଣ ହରାଇଲେଣି ୫୦କୋଟି ନିରୀହ ଜୀବଜନ୍ତୁ !
ସିଡ଼ନୀ: ଅଷ୍ଟ୍ରେଲିଆରେ ତାଣ୍ଡବ ରଚୁଛି ପ୍ରକୃତି । ବାତ୍ୟା କି ସୁନାମୀ ନୁହେଁ ବରଂ ଭୟଙ୍କର ନିଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ।ଗତ ସେପ୍ଟେମ୍ବରରୁ ଲାଗିଥିବା ଏହି ନିଆଁ ଅଷ୍ଟ୍ରେଲିଆବାସୀଙ୍କ ସମେତ ଏଠାକାର ଜୀବଜନ୍ତୁଙ୍କୁ ଜୀବନକୁ ଖୁବ୍ ପ୍ରଭାବିତ କରିଛି ।
I'm literally in tears.…