ମହାକାଶରୁ ଖସିଲା ରୁଷର ରକେଟ
ମସ୍କୋ: ମହାକାଶକୁ ଉପଗ୍ରହ ଉତପେକ୍ଷଣ କରୁଥିବା ରୁଷିଆର ଏକ ରକେଟ ସୋମବାର ଖସି ପଡିଛି । ଦୀର୍ଘ ୯ ବର୍ଷ ହେବ ଏହି ରକେଟ ତାର କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଥିଲା । ୨୦୧୧ରେ ଫ୍ରେଗେଟ ଏସବି ନାମକ ଏହି ଅପରଷ୍ଟେଜ ରକେଟ ଥିଲା । ଏହା ସ୍ପେକଟରଆର ସାଟେଲାଇଟକୁ ମହାକାଶ ପଠାଇବାରେ…