Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୫-୦୧-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୫ ରିଖ ରବିବାର ଧନୁ ୨୧ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:…

ଆସନ୍ତୁ ଜାଣିବା, ଚତୁର୍ଦ୍ଧାମୂର୍ତ୍ତିଙ୍କ ମାସ ଅନୁସାରେ ବେଶ

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଦେଶ ବିଦେଶର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସନ୍ତି ଭକ୍ତଗଣ । ପୁରୀରେ ୧୨ ମାସଯାକ ଉତ୍ସବମୁଖର ପରିବେଶ ରହିଥାଏ । ପ୍ରତ୍ୟେକ ମାସରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଭିନ୍ନ ଭିନ୍ନ ବେଶ ଶ୍ରଦ୍ଧାଳୁଙ୍କୁ…

କେତେ ବଦଳି ଯାଇଛନ୍ତି ବଲିଉଡର ଏହି ଷ୍ଟାର୍ !

ଭୁବନେଶ୍ୱର: ସଫଳତା ଆପଣଙ୍କ ସହିତ ରହିଥିବା ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥାଏ । ଏଥିରେ ବ୍ୟତିକ୍ରମ ଘଟିଲେ ମଣିଷ ରୂପରେଖ ଓ ଚାଲିଚଳନରେ ଅନେକ ପରିବର୍ତନ ଘଟି ଯାଇଥାଏ । ଆସନ୍ତୁ ଜାଣିବା ବଲିଉଡର ଏହି ୫ ପୂର୍ବତନ ହିରୋ ଯାହାଙ୍କୁ ଏବେ ଚିହ୍ନିବା କଷ୍ଟକର ହୋଇ ପଡୁଛି । ମୋହବତେଁ…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୁ ପଣ୍ଡା ନିଯୁକ୍ତ

କଟକ/ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜାନୁଆରୀ ୫ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ବରିଷ୍ଠ ବିଚାରପତି ନ୍ୟାୟାଧୀଶ ସଞ୍ଜୁ ପଣ୍ଡା । ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଜଷ୍ଟିସ୍ ପଣ୍ଡା । ଶନିବାର ଦିନ…

ଶ୍ରୀଜଗନ୍ନାଥଙ୍କୁ ନେଇ ‘ବିଗ୍ ବସ୍’ରେ ଚର୍ଚ୍ଚା; ସିଦ୍ଧାର୍ଥ କହିଲେ “ଛପନ ଭୋଗକୁ ମୁଁ ଭଲପାଏ”…

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସଲମାନ୍ ଖାନଙ୍କ ଅଭିନୀତ ତଥା ତଥା ବହୁଳ ପ୍ରସାରିତ ‘ବିଗ୍ ବସ୍ - ୧୩’ରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଚର୍ଚ୍ଚା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି । ୟୁଟ୍ୟୁବ୍ ରେ ପ୍ରସାରରିତ ହେଉଥିବା ଏକ ଭିଡ଼ିଓରେ…

ସବୁ ଫର୍ମାଟର କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର୍ ଇରଫାନ୍ ପଠାନ୍

ମୁମ୍ବାଇ: ମହାନ ଭାରତୀୟ କ୍ରିକେଟ ଅଲରାଉଣ୍ଡର୍ ଇରଫାନ୍ ପଠାନ୍ ଶନିବାର ଦିନ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହି ପ୍ରଖ୍ୟାତ ଭାରତୀୟ ବୋଲର୍ ଜଣକ ଭାରତ ଲାଗି ୨୯ଟି ଟେଷ୍ଟ, ୧୨୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ତଥା ୨୪ଟି ଟି -୨୦ ମ୍ୟାଚ ଖେଳିଛନ୍ତି ।…

କେନ୍ଦୁଝରରେ ନାବାଳିକା ଗଣଦୁଷ୍କର୍ମର ଶୀକାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମ ହୋଇଥିବାର ସୂଚନା ମିଳିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଗଣଦୁଷ୍କର୍ମର ଶୀକାର ହୋଇଥିବା ପୀଡ଼ିତାଟିର ମାଆ ଝୁମ୍ପୁରା ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସମ୍ପର୍କରେ…

ଜାଣନ୍ତୁ, କିପରି ରହିବ ଭାରତୀୟ କ୍ରିକେଟ ଦଳର ୨୦୨୦ କାର୍ଯ୍ୟସୂଚୀ

ନୂଆଦଲ୍ଲୀ: ଗତବର୍ଷ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ବିଶ୍ୱ କ୍ରିକେଟରେ ନିଜର ପ୍ରଭାବ ଜାରୀ ରଖିଥିଲେ ।୨୦୨୦ରେ ଏହି ସଫଳତା ବଜାୟ ରଖିବା ନେଇ ବିରାଟ କୋହଲୀ ନେତୃତ୍ୱାଧୀନ ଦଳ ଆଶାୟୀ ରହିଛି । ଗତ ଦଶନ୍ଧିରେ ଟିମ୍ ଇଣ୍ଡିଆ ୨୮୧ ମ୍ୟାଚରେ ବିଜୟ ହାସଲ କରିଛି । ଏଥିରେ ୫୬…

ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଷ୍ଟେଇନ୍ !

ଏବି ଡି’ଭିଲର୍ସଙ୍କ ପରେ ଜାତୀୟ ଦଳକୁ ଫେରିବା ନେଇ ଦକ୍ଷିଣ ଆଫ୍ରିକାର ଭେଟେରାନ୍ ପେସ୍ ବୋଲର ଡେଲ ଷ୍ଟେଇନ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ,  ୨୦୨୦ରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଖେଳିବାକୁ ତାଙ୍କର ଆଗ୍ରହ ରହିଛି । ସେ କାନ୍ଧ ସମସ୍ୟା ଯୋଗୂୁ ସେ ଗତ ବର୍ଷ ଟେଷ୍ଟ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଶୀତ ଲହରୀ ଫେରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି । “ଆଜି ପୁରୀର ଉପକୂଳବର୍ତ୍ତୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନ ସମେତ ନବରଙ୍ଗପୁର, ମାଲକାନଗିରି, ରାୟଗଡା, ବଲାଙ୍ଗିର, କେନ୍ଦୁଝର, ସୋନପୁର,…