Latest Odisha News

BREAKING NEWS

ଜାଣନ୍ତୁ, ଗୋଟିଏ ଫିଲ୍ମ ପାଇଁ କେଉଁ ଷ୍ଟାର୍ ନେଲେ ୧୦୦ କୋଟି !

ମୁମ୍ବାଇ: ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ! ବିଶ୍ୱାସ ନ ହେଲେ ବି ଏହା ସତ । ସନ ପିକ୍ଚର୍ସ ଆଗାମୀ ଫିଲ୍ମ ଥଲପଥୀ ୬୫ ପାଇଁ ତାମିଲ ସୁପରଷ୍ଟାର ବିଜୟଙ୍କୁ୧୦୦ କୋଟି ଟଙ୍କାରେ ସାଇନ କରିଛି । ଏଥିସହ ବିଜୟ ଭାରତରେ ଗୋଟିଏ ଫିଲ୍ମ ପାଇଁ ସର୍ବାଧିକ ଟଙ୍କା ନେବାର ଶ୍ରେୟ ଆପଣାଇଛନ୍ତି ।…

ପ୍ରଥମ ସୋଆ ଅଭିଭାଷଣ ରଖିବେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ପୋଖରିୟାଲ୍‌

ଭୁବନେଶ୍ଵର: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ସୋଆ ଅଭିଭାଷଣ ସିରିଜ୍‌ର ପ୍ରଥମ ଅଭିଭାଷଣ ପ୍ରଦାନ କରିବେ. ସେମାବାର ଦିନ ଏଥିଲାଗି ଏକ ସ୍ଵତନ୍ତ୍ର ଉତ୍ସବ ଆୟୋଜନ କରାଯାଇଛି। ଏହି ଅଭିଭାଷଣ…

କୋହଲୀଙ୍କୁ ସ୍ପେଶାଲ୍ ଗିଫ୍ଟ; ମୋବାଇଲ୍ ଫୋନ-ତାରରେ ଫ୍ୟାନ୍ ଆଙ୍କିଲେ ଚିତ୍ର !

ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ତାଲିକାରେ ଯୋଡି ହୋଇଛନ୍ତି ପୁଣି ଜଣେ ଯୁବକ। ଏପରିକି ସେ ବିରାଟଙ୍କର ଏକ ନିଆରା ଛବି ମଧ୍ୟ ତିଆରି କରିଛନ୍ତି। ଭଙ୍ଗା ଦଦରା ମୋବାଇଲ୍ ଫୋନ୍ ତଥା ପୁରୁଣା ଫୋନ ଓ ତାର କୁ ବ୍ୟବହାର କରି ଫ୍ୟାନ ଜଣକ ଏହି କଳାକୃତି ତିଆରି କରିଛନ୍ତି।…

୬ ବଲରେ ୬ଟି ଛକା ମାରିଲେ ଲିଓ କାର୍ଟର; ୭ମ ଖେଳାଳି ଭାବେ କଲେ ରେକର୍ଡ଼…

ୱେଲିଂଟନ: ନ୍ୟୁଜିଲାଣ୍ଡର ଘରୋଇ ଟି୨୦ କ୍ରିକେଟ ଟୁର୍ନାମେଂଟରେ କ୍ୟାଟଂରବରୀ ଟିମର ଲିଓ କାର୍ଟର ନଦର୍ଣ୍ଣ ନାଇଟ୍ସ ବିପକ୍ଷରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି । ଏଣ୍ଟନ ଡେଭେସିଚ ମ୍ୟାଚରେ ପକାଉଥିବା ୧୬ତମ ଓଭରରେ ସେ ଏହି କିର୍ତ୍ତୀମାନ ହାସଲ କରିଛନ୍ତି । ନଦର୍ଣ୍ଣ ନାଇଟ୍ସ ପ୍ରଥମେ…

ଯୋଦ୍ଧା ସାଜିବେ ଶ୍ରୀଜୀଉ: ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ଦେବେ ଦର୍ଶନ

ପୁରୀ: ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ ପଡୁଛି ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ତଥା ବିରଳ ନାଗାର୍ଜୁନ ବେଶ । ତିଥି, ନକ୍ଷତ୍ର ଆଧାରରେ ସ୍ଥିର ହୋଇଛି ଦିନ । ପଞ୍ଜିକା ଗଣନା ଅନୁସାରେ ଚଳିତ ୨୦୨୦ ବର୍ଷ ନଭେମ୍ବର ୨୭ ତାରିଖରେ ଏହି ଅଲୌକିକ ବେଶ ଧାରଣ କରିବେ ମହାପ୍ରଭୁ । ଦୀର୍ଘ ୨୫ ବର୍ଷ ପରେ…

ଗରମ ପାଣିରେ ଗାଧୋଉଛନ୍ତି କି? ଜାଣି ରଖନ୍ତୁ କ’ଣସବୁ ହେବ ଅସୁବିଧା…

ଭୁବନେଶ୍ୱର: ଶୀତଦିନେ ଥଣ୍ଡାର ପ୍ରଭାବ ଯୋଗୁଁ ଗରମ ପାଣିରେ ଗାଧୋଇବାକୁ ଅନେକ ପସନ୍ଦ କରନ୍ତି । ତେବେ ଆପଣ ଯଦି ସେମାନଙ୍କ ମଧ୍ୟରେ ଜଣେ ହୋଇଥା'ନ୍ତି ତେବେ ଜାଣି ରଖନ୍ତୁ ଏହାଦ୍ୱାରା ହେଉଥିବା ଅସୁବିଧା ସମ୍ପର୍କରେ । ବିଶେଷଜ୍ଞ କହିବା ଅନୁଯାୟୀ, ଆମେ ଗାଧୋଉଥିବା ପାଣିର ତାପମାତ୍ରା ଅତି…

ପ୍ରସିଦ୍ଧ ପାଲା ଗାୟକ ଉଗ୍ରସେନ ପାଢୀ; ରାଗ-ରାଗିଣୀ, ଛାନ୍ଦ-ଚୌପଦୀରେ ଯିଏ ସିଦ୍ଧହସ୍ତ !

ଭୁବନେଶ୍ୱର: ପାଲା ଜଗତର ଜଣେ ପ୍ରତିଷ୍ଠିତ ଗାୟକ ଉଗ୍ରସେନ ପାଢୀ । ପୁରାତନ ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ସମୟ ଉପଯୋଗୀ ପାଲା ପରିବେଷଣ କରିବାରେ ସେ ବେଶ୍ ସିଦ୍ଧହସ୍ତ । ୧୯୫୫ ମସିହା ଆଶ୍ୱିନ ମାସ ଅଷ୍ଟମୀ ତିଥିରେ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୁଇଚନ୍ଦା ଗ୍ରାମରେ ଜନ୍ମ ଗ୍ରହଣ…

ଏହିସବୁ ବେବି ପ୍ରଡକ୍ଟ ଆପଣଙ୍କୁ ଆଣିଦେବ ପିଲାଙ୍କ ଭଳି କୋମଳ ତ୍ୱଚା !

ଭୁବନେଶ୍ୱର: ବୟସ ଯେତେ ବଢିଲେ ମଧ୍ୟ ଉଭୟ ପୁରୁଷ ଓ ମହିଳା ଆସ କରନ୍ତି ସେମାନଙ୍କ ଚେହେରା କୋମଳ ଓ ଆକର୍ଷଣୀୟ ଲାଗୁ । ଏଥିପାଇଁ ବଜାରରେ ମିଳୁଥିବା କେତେକ ସ୍କିନ କେୟାର ପ୍ରଡକ୍ଟର ମଧ୍ୟ ନିୟମିତ ବ୍ୟବହାର କରନ୍ତି, ଯାହା ଭଲ ବଦଳରେ ତ୍ୱଚାର ଖରାପ ପ୍ରଭାବ ପକାଇଥାଏ। ଏହିସବୁ ପ୍ରଡକ୍ଟରେ…

ଲିଫ୍ଟ ମଧ୍ୟରେ ଫସିଗଲେ କଣ କରିବା ଉଚିତ, ଜାଣନ୍ତୁ

ଭୁବନେଶ୍ୱର: ଉଚ୍ଚ ମହଲାରେ ରହୁଥିବା ଅଧିକାଂଶ ବ୍ୟକ୍ତି ସିଡିରେ ନଯାଇ ଲିଫ୍ଟର ବ୍ୟବହାର କରୁଛନ୍ତି । ଯଦି ଆପଣ କୌଣସି ଛୋଟ ପିଲାଙ୍କୁ ନେଇ ଲିଫ୍ଟରେ ଯାଇଛନ୍ତି କିମ୍ବା ଆପଣଙ୍କ ପିଲାଙ୍କୁ ଏକାକୀ ଲିଫ୍ଟରେ ଛାଡୁଛନ୍ତି ତେବେ ଏସମୟରେ ଆପଣଙ୍କୁ ବିଶେଷ ଭାବେ ସତର୍କ ରହିବା ଉଚିତ୍। ତେବେ…

ନିୟମିତ ଖାଆନ୍ତୁ ଡାଲିମ୍ବ, ନିଶ୍ଚିତ ଭଲହେବ ଏହି ୭ଟି ରୋଗ !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ପକ୍ଷେ ଅନେକ ଉପକାରୀ ହୋଇଥାଏ ଡାଲିମ୍ବ । ଡ଼ାଳିମ୍ବରେ ପ୍ରଚୁର ପରିମାଣରେ ଫାଇବର ଓ ଭିଟାମିନ ପ୍ରଚୁର ପରିମାଣରେ ରହିଥାଏ । ଏହାସହ ଅନେକ ଖଣିଜ ପୋଷକ ତତ୍ତ୍ଵ ମଧ୍ୟ ଭରିରହିଥାଏ । ଲୌହ, ମାଗ୍ନେସିୟମ, ଫସଫରସ, ମାଙ୍ଗାନିଜ, ଜିଙ୍କ, ଓମେଗା-୩ ଆଦି ପୋଷକତତ୍ତ୍ଵ ଏଥିରେ…