ବିଶ୍ୱନାଥ ପଣ୍ଡିତଙ୍କ ଆଜି ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କ ଅକୁହା ସଂଗ୍ରାମର କାହାଣୀ ସମ୍ପର୍କରେ…
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଜଣେ ଶ୍ରମିକ ନେତାଭାବେ ପରିଚିତ ବିଶ୍ୱନାଥ ପଣ୍ଡିତଙ୍କର ଆଜି ହେଉଛି ୧୦୧ତମ ଜନ୍ମଦିନ ।
୧୯୧୯ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । କୁହାଯାଏ, ତାଙ୍କର ପୂର୍ବପୁରୁଷ ଥିଲେ କାଶ୍ମୀର ପଣ୍ଡିତ ଏବଂ ପରେ ସେମାନେ କଟକ ଆସି ସ୍ଥାୟୀ…