ବସ-ଟ୍ରକ୍ ମୁହାଁମୁହିଁ ଧକ୍କା; ୨ ମୃତ ଓ ୩୦ ଗୁରୁତର
ଭଦ୍ରକ: ଭଦ୍ରକ ଜିଲ୍ଲାର ୧୬ ନଂ ଜାତୀୟ ରାଜପଥ ନିକଟ ବନ୍ତ ଛକ ଠାରେ ଏକ ଯାତ୍ରୀବାହି ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ ଏକ ଉତ୍ସବ ସାରି ପ୍ରାୟ ୫୦ ଜଣ ବସ ଯୋଗେ ଧାମନଗର…