Latest Odisha News

BREAKING NEWS

ଜାନୁଆରୀ ୩ ଓ ୪ ତାରିଖରେ ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା

ଭୁବନେଶ୍ୱର: ମରାମତି କାର୍ଯ୍ୟ ପାଇଁ ଜାନୁଆରୀ ୩ ଓ ୪ ତାରିଖରେ ଭୁବନେଶ୍ୱର ଓ କଟକ ଏହିସବୁ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା ହୋଇଛି । ଜାନୁଆରୀ ୩ ତାରିଖ ସକାଳ ୭ଟାରୁ ୧୨ଟା(ଭୁବନେଶ୍ୱର) : ପଟିଆ , କାନନବିହାର, ରଘୁନାଥପୁର , ତାରିଣୀ ବିହାର,…

୨୦୨୦ର ଭାରତୀୟ କ୍ରୀଡ଼ା ସମ୍ଭାବନା: ଟାର୍ଗେଟରେ ଟି୨୦ ବିଶ୍ୱକପ ସହ ଅଲିମ୍ପିକ ସ୍ୱର୍ଣ୍ଣ ପଦକ !

ଭୁବନେଶ୍ୱର: ଚଳିତ ୨୦୨୦ ବର୍ଷରେ ଭାରତୀୟ କ୍ରୀଡାକୁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିବା ସହ ଇତିହାସ ଦୋହରାଇବାର ସୁଯୋଗ ଆସିଛି । ଦୀର୍ଘ ୧୨ ବର୍ଷ ପରେ ଭାରତ ପୁନର୍ବାର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ହାସଲ ଓ ୧୩ ବର୍ଷ ପରେ ଟି୨୦ ବିଶ୍ୱକପ ପୁର୍ନବାର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିବ ।…

ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ ହୋଇଛନ୍ତି । ଗୁରୁବାର କିଟ୍‍ ପରିସରରେ ଅନୁଷ୍ଠିତ ୬୮ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନ୍‍ସିପ ୨୦୧୯ର ଉଦ୍‍ଯାପନୀ ଉତ୍ସବରେ…

ଜାଣନ୍ତୁ, ଏବର୍ଷ ବିବାହ ବନ୍ଧନରେ ବାନ୍ଧିହେବେ କେଉଁ ସେଲିବ୍ରିଟି !

ଭୁବନେଶ୍ୱର: ୨୦୨୦ ଆରମ୍ଭରୁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସର୍ବିୟା ଗର୍ଲଫ୍ରେଣ୍ଡ ନତାଶ ଷ୍ଟେନକୋଚିଚଙ୍କ ସହ ସମ୍ପୂର୍ଣ୍ଣ ଷ୍ଟାଇଲରେ ନିର୍ବନ୍ଧ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସୋସିଆଲ ମିଡିଆରେ ହାର୍ଦ୍ଦିକ ପଟୋ ଶେୟାର କରିବା ସହ ଲେଖିଛନ୍ତି । “ମେ ତେରା, ତୁ…

ଦୃଷ୍ଟିହୀନଙ୍କ ପାଇଁ ‘ନୋଟ ସ୍କାନ ମୋବାଇଲ ଆପ’ ଲଞ୍ଚ କଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ନୋଟକୁ ଜାଣିବାପାଇଁ ଏକ ଆପ୍ ଲଞ୍ଚ କରିଛି । ଏହି ଆପ୍ ଥରେ ଇଣ୍ଟରନେଟରୁ ଡାଉନଲୋଡ କଲା ପରେ ଏହା ପରବର୍ତ୍ତୀ ସମୟରେ ଏହା ବିନା ଇଣ୍ଟରନେଟରେ ବି ଚାଲିବ । ଏହି ଆପ୍ସ ସ୍କାନ କରି ଜଣାଇଦେଵ ଯେ ନୋଟ କେତେ…

ଚକଲେଟ ଭଲ କରିବ କ୍ୟାନସର !

ଭୁବନେଶ୍ୱର: ପିଲାଠାରୁ ବୁଢ଼ା ଚକଲେଟ ସମସ୍ତଙ୍କର ଅତିପ୍ରିୟ । ଚକଲେଟ ଖାଇବା ପାଇଁ କିଏ ବା ଭଲନପାଏ । ଆପଣ ଯଦି ଚକଲେଟ ଖାଇବାକୁ ପସନ୍ଦ କରୁଥାନ୍ତି ତେବେ ଜାଣି ରଖନ୍ତୁ ଏଥିରୁ କଣ ସବୁ ଫାଇଦା ମିଳେ ... ମାତ୍ର ମନେ ରଖନ୍ତୁ ଯେକୌଣସି ଜିନିଷ ଦରକାରଠୁ ଅଧିକ ସ୍ୱାସ୍ଥ୍ୟ ପକ୍ଷେ…

ଆଜିଠାରୁ ବନ୍ଦ କରନ୍ତୁ ଖାଲି ପେଟରେ ଚା’ ପିଇବା, ନହେଲେ ହୋଇପାରେ ଏହିସବୁ ରୋଗ

ଭୁବନେଶ୍ୱର: ଆମ ଦୈନନ୍ଦିନ ଜୀବନରେ ଚା' ଏକ ଅଭିନ୍ନ ଅଙ୍ଗ ହୋଇ ସାରିଛି । ଅନେକ ଲୋକ ଚା' ପିଇ ନିଜ ଦିନର ଆରମ୍ଭ କରିବାକୁ ପସନ୍ଦ କରନ୍ତି । ଚା' ପିଇବା ଦ୍ୱାରା ସେମାନଙ୍କୁ ଫୁର୍ତ୍ତି ଲାଗୁଥିବା କହନ୍ତି ।ଆପଣ ଯଦି ଖାଲି ପେଟରେ ଚା' ପିଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଆସନ୍ତୁ ଜାଣିବା…

ଆଘାତ ଜନିତ କାରଣରୁ ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ସୁନୀତା ଲାକ୍ରା

ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ମହିଳା ହକି ଖେଳାଳି ସୁନୀତା ଲାକ୍ରା ଅନ୍ତର୍ଜାତୀୟ ହକି ଖେଳରୁ ଅବସର ଘୋଷଣା କରିଛନ୍ତି । ଦୀର୍ଘଦିନ ଧରି ସୁନୀତାଙ୍କର ଆଘାତ ଜନିତ ସମସ୍ୟା ଯୋଗୁଁ ସେ ହକି ଖେଳରୁ ଅବ୍ୟାହତି ନେଇଛନ୍ତି ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ହକି ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ…

ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି( ଏନସିପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ଗୁରୁବାର ଦିନ ପରଲୋକ ଘଟିଛି। Senior NCP leader & former MP, DP Tripathi passes away in Delhi after a prolonged illness.…

ପର୍ଯ୍ୟଟନ ମାନଚିତ୍ରରେ ଯାଜପୁର; ପୁରାତନ କୀର୍ତ୍ତିରାଜିର ଗନ୍ତାଘର

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟ କୀର୍ତ୍ତିରାଜି କୁ ନେଇ ଏହି ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କଳାକୃତି ବିଦ୍ୟମାନ । ସାରା ଜିଲ୍ଲାରେ ରହିଛି ଅନେକ…