ନୂଆବର୍ଷର ପ୍ରଥମଦିନ: ପୁରୀରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼ !
ଭୁବନେଶ୍ୱର: ନୂଆ ବର୍ଷର ନୂଆ ସକାଳର ପହିଲି ସୂର୍ଯ୍ୟ ଉଦୟ ଆଣିଦେଇଛି ମନରେ ନୂଆ ଆଶା ଓ ନୂଆ ବିଶ୍ୱାସ । ଇଂରାଜୀ ନବବର୍ଷ ୨୦୨୦କୁ ସ୍ୱାଗତ କରିଛି ସାରା ବିଶ୍ୱ। ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଭାରି ଯାଇଛି ଉତ୍ସାହ ଓ ଉଦ୍ଦୀପନା।
ସାରାରାତି ଜିରୋ ନାଇଟ୍ ସେଲିବ୍ରେସନ୍ ପରେ ଆଜି ନୂଆ…