ରାଜ୍ୟର ଏହି ୩ଟି ଜିଲ୍ଲାରେ ୨ ଦିନ ଧରି ହେବ ପ୍ରବଳ ବର୍ଷା !
ଭୁବନେଶ୍ୱର: ଗତ କିଛିଦିନ ହେଲା ଘନ କୁହୁଡ଼ି ଓ ଥଣ୍ଡା କାକର ଯୋଗୁଁ ସାରା ଓଡ଼ିଶା ଶୀତରେ ଥରହର ହୋଇଥିବା ବେଳେ ଆସନ୍ତା ୨ ଦିନ ଲାଗି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ୧୧ ଜିଲ୍ଲାକୁ ୟେଲ୍ଲୋ ୱାଂର୍ଣ୍ଟି ଦେଇଛନ୍ତି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ, ଓଡ଼ିଶାର…