Latest Odisha News

BREAKING NEWS

ନୂଆବର୍ଷର ସଂକଳ୍ପ: ଆଗକୁ ବଢୁ ସାମୂହିକତା…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ନୂଆ ବର୍ଷ କେବଳ ଦୀର୍ଘ ସମୟକୁ ଭାଗ ଭାଗ କରିବାର ଏକ ବତୀ ଖୁଂଟ ନା ତା ଠାରୁ ବି ଅଧିକ କିଛି! ନୂଆ ବର୍ଷ କ’ଣ କେବଳ ପୁରୁଣା କ୍ୟାଲେଣ୍ଡର ଜାଗାରେ ନୂଆ କ୍ୟାଲେଣ୍ଡର! ନୂଆ ବର୍ଷରେ କ’ଣ ସତରେ କିଛି ନୂଆ ଥାଏ, ନାଁ କେବଳ ମାତ୍ର ଖାତା…

ଅନୁଗୁଳର ଉଷ୍ଣପ୍ରସବଣ: ଦେଉଳିଝର ଆସନ୍ତୁ, ମଜ୍ଜା ନିଅନ୍ତୁ…

ଅନୁଗୁଳ: ଦେଉଳଝରି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକଠାରେ ଥିବା ଏକ ଉଷ୍ଣପ୍ରସ୍ରବଣ । ଏଠାରୁ ବାହାରୁଥିବା ଉଷ୍ମ ଜଳସ୍ରୋତକୁ ୩୬ଟି କୃତ୍ରିମ କୁଣ୍ଡରେ ରଖି ବ୍ୟବହାର କରାଯାଏ ।ଦେଉଳଝରି ଏକ ପୁରାତନ ଶୈବପୀଠ । ୨୪ ଏକର ୫୫ ଡିସିମିଲି ବିଶିଷ୍ଟ ଏହି ଅଞ୍ଚଳଟି କିଆବଣରେ ପରିପପୂର୍ଣ୍ଣ ଏକ…

ଆରପାରିରେ ନବୀନଙ୍କ ଭିଣୋଇ ସୋନି ମେହେଟ୍ଟା

ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିଣୋଇ ତଥା ଗୀତା ମେହେଟ୍ଟାଙ୍କର ସ୍ୱାମୀ ସୋନିଙ୍କର ଗତକାଲି ଦେହାନ୍ତ ଘଟିଛି । ସେ ଜଣେ ଅନ୍ତର୍ଜାତୀୟ ପ୍ରକାଶକ ଓ ସମ୍ପାଦକ ଭାବେ ମଧ୍ୟ ବେଶ ପରିଚିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଏନେଇ…

ଜିରୋ ନାଇଟ ସେଲିବ୍ରେସନ ଅପେକ୍ଷାରେ ରାଜଧାନୀବାସୀ !

ଭୁବନେଶ୍ୱର: ବାସ ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ତାପରେ ଆସିବ ନୂଆବର୍ଷ ।ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିବାକୁ ସବୁଠି ଉତ୍ସାହ । ନୂଆବର୍ଷର ପ୍ରଥମ ରାତିକୁ ଜିରୋ ନାଇଟ କୁହାଯାଏ । ୩୧ ତାରିଖ ରାତିରେ ସେଲିବ୍ରେସନ ହୁଏ ଜିରୋ ନାଇଟ । ଆଜି ମଧ୍ୟରାତ୍ରରେ ହେବ ଜିରୋ…

ଭିଜିଲାନ୍ସ ଜାଲରେ ଫସିଲେ କିରାଣୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଡିଆରଡିଏ ବିଭାଗର ଜଣେ କିରାଣୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ଭିଜିଲାନ୍ସ ଜାଲରେ ଫସିଥିବା ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ହର ପ୍ରସାଦ ଆଚାର୍ଯ୍ୟ…

ଦୁଃସାହସିକ କ୍ରୀଡ଼ା ସଂସ୍ଥା ‘ଆଶା’ର ସମ୍ପାଦକ ଗଣେଶ ଜେନା ବେଙ୍ଗାଲୁରୁରେ ଦେଲେ ପ୍ରଶିକ୍ଷଣ

ଭୁବନେଶ୍ବର: ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲାର ମୁକୁଟ ମଣିପୁରଠାରେ ଡିସେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଅଙ୍ଗନ ଚାରିୟେ ନେଚର୍‌ ଷ୍ଟଡି ଆଣ୍ଡ୍ ରକ୍‌ କ୍ଲାଇମ୍ବିଂ ଶିବିରକୁ ସଫଳତାର ସହ ପରିଚାଳନା କରି ଫେରିଛନ୍ତି ଏହି ଦୁଃସାହସୀ କ୍ରୀଡ଼ାବିତ୍‌। ୪ ଦିନିଆ ଏହି ଶିବିରରେ…

ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଳିଆ ଯାତ୍ରା ମଙ୍ଗଳବାର ଦିନ ଠାରୁ ଆରମ୍ଭ ହେଉଛି। ଚଳିତ ବର୍ଷ ୩ଦିନ ଧରି ଚାଲିବ ଏହି ମ‌ହୋତ୍ସବ। ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁରା ଓ କୁମୁରିଆ ଗ୍ରାମର ଆଦିବାସୀମାନେ ପାରମ୍ପରିକ ରୀତିନୀତିରେ ଶୁଳିଆ ଯାତ୍ରା ଅବସରରେ…

ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି । ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୧-୧୨-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୩୧ରିଖ ମଙ୍ଗଳ ବାର ଧନୁ ୧୬ ଦିନ ଶ୍ରାବପୌଷ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ କରିଡ଼ର୍ ‘ସୌନ୍ଦର୍ଯ୍ୟକରଣ ନକ୍ସା’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀସ୍ଥିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ଧାମର ବିକାଶ ଓ ସୌନ୍ଦର୍ଯ୍ୟକରଣ ଲାଗି ଐତିହ୍ୟ କରିଡ଼ର୍ କରିବେ ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରାଜଧାନୀସ୍ଥିତ ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ…