Latest Odisha News

BREAKING NEWS

ଜନ୍ମଦିନ ବିଶେଷ: ପ୍ରତ୍ୟେକଙ୍କୁ ପ୍ରେରଣା ଦିଏ ରତନ ଟାଟା ଓ ଧିରୁଭାଇ ଅମ୍ବାନୀଙ୍କ ସଫଳ କାହାଣୀ…

ଯେବେବି କୌଣସି ବଡ଼ ବିଜିନେସ କରୁଥିବା ଲୋକଙ୍କ କଥା ଉଠେ ସବୁଠୁ ପ୍ରଥମେ ନାଁ ଆସେ ଧିରୁଭାଇ ଅମ୍ବାନୀ ଓ ରତନ ଟାଟା | ଆଜି ହେଉଛି ପ୍ରମୁଖ ବିଜିନେସ ମ୍ୟାନ ରତନ ଟାଟା ଙ୍କ ୮୨ତମ ଜନ୍ମଦିନ | ଟାଟା କମ୍ପାନୀ ସମୂହ ଦେଶର ହେଉଛନ୍ତି ଦ୍ୱିତୀୟ ସବୁଠୁ ବଡ଼ ବିନିନେସ ଗୃପ | ଟାଟା କୁ ଏତେ…

ରଦ୍ଦ ହେବ ଆପୋଲୋ ହସ୍ପିଟାଲର ରେଜିଷ୍ଟ୍ରେସନ; ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆପୋଲୋ ହସ୍ପିଟାଲରେ କିଡ଼ନୀ ପ୍ରତ୍ୟାରୋପଣ ଏବଂ ଚୋରୀ ଅଭିଯୋଗ ମାମଲାରେ ହସ୍ପିଟାଲର ଯୁକ୍ତିକୁ ଖାରଜ କରିଦେଇଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) । ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କରାଯାଇଥିବା ଯୁକ୍ତିକୁ କମିଶନ…

ନୂଆରୂପରେ ବଜାଜ ଚେତକ; ଜାଣନ୍ତୁ କେବେ ହେବ ଲଞ୍ଚ…

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ସ୍କୁଟର ନିର୍ମାତା କମ୍ପାନୀ ବଜାଜା ଅଟୋ ଦେଶରେ ନିଜର ଲୋକପ୍ରିୟ ବ୍ରାଣ୍ଡ 'ବଜାଜ ଚେତକ'କୁ ଇଲେକ୍ଟ୍ରିକ ରୂପରେ ବଜାରକୁ ଆଣିବ | ଆଗାମୀ ଜାନୁଆରୀ ମାସରେ ଏହାକୁ ଗ୍ରାହକଙ୍କ ପାଇଁ ବିକ୍ରି କରିବ | ଏହା ପୂର୍ବରୁ କମ୍ପାନୀ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଜାରୀ…

ଗୀତ ନିଜ ଭାଗ୍ୟ ନେଇ ନିଜକୁ ତିଆରି କରେ…

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ: ଉଦାସୀ ମୁଁ ବଇଁଶୀ ସୁର ମମ ଝରି କିଛି ଗୀତର ସ୍ୱର ଓ ଗାୟନ ନିଜ ନିଜ ଭାଗ୍ୟ ନେଇ ଆସନ୍ତି । ସେହି ଭାଗ୍ୟକୁ ବଦଳାଇଦେବାର କ୍ଷମତା ନା ସଂଗୀତକାରଙ୍କର ଥାଏ ନା ଗାୟକ/ ଗାୟିକାଙ୍କର । ଯାହାର ଯାହା ଇଚ୍ଛାଥିଲେ ବି ଗୀତ ନିଜ ଭାଗ୍ୟ ନେଇ ନିଜକୁ ତିଆରେ । ତାହା…

ଭୁବନେଶ୍ୱର-ସୁରଟ୍ ଲାଗି ଏୟାର ଇଣ୍ଡିଆର ଟିକେଟ୍ ବୁକିଂ ଆରମ୍ଭ, ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ସୁରଟ୍ ଲାଗି ଏୟାର ଇଣ୍ଡିଆ ବିମାନ ପକ୍ଷରୁ ଜାନୁଆରୀ ୨୦ ତାରିଖ ଲାଗି ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି । ଏହାର ଅଫିସିଆଲ୍ ୱେବସାଇଟ୍ (ଏୟାରଇଣ୍ଡିଆ.ଇନ୍)ରେ ସବୁଠାରୁ କମ୍ ଦାମ୍ ୪୫୦୩ ଟଙ୍କା ରହିଥିବା ବେଳେ ସେପଟୁ ଆସିବା ବେଳେ ସବୁଠୁ କମ୍ ଦାମ୍ ୪୨୧୩ ଟଙ୍କା…

ଡୋପ ଟେଷ୍ଟରେ ବିଫଳ ହେଲେ ସୀମା !

ବିଶାଖାପାଟଣା: ଭାରତୀୟ ମହିଳା ଭାରୋତ୍ତଳନକାରୀ ସୀମା ଡୋପ ଟେଷ୍ଟରେ ବିଫଳ ହୋଇ ଭାରତ ପାଇଁ କଳଙ୍କ ଆଣିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୭ ରୌପ୍ୟ ପଦକ ବିଜେତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ନ୍ୟାଶନାଲ ଆଟିଂ ଡୋପିଂ ଏଜେନ୍ସି (ନାଡା) ତାଙ୍କ ଉପରେ ୪ ବର୍ଷର…

ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟକୁ କ୍ୱାଲିଫାଏ କଲେ ବକ୍ସିଂ କୁଇନ୍ ମେରୀ କମ୍; ଜାଣନ୍ତୁ, କାହିଁକି…

ଭୁବନେଶ୍ୱର: ମହିଳା ବକ୍ସିଂ ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଭାରତର ଷ୍ଟାର ବକ୍ସର ମେରୀ କମ୍ ୫୧ କେଜି ବିଭାଗରେ ନିଖିତ ଜରୀନଙ୍କୁ ପରାସ୍ତ କରିଛନ୍ତି ।  ୬ ଥର ବିଶ୍ୱ ଚାମ୍ପିୟନ ମେରୀକମ ତାଙ୍କ ବିପକ୍ଷରେ ମୁକାବିଲା କରନ୍ତୁ ବୋଲି ଜରୀନ କହିଥିଲେ । ମେରୀକମ୍ ଏଥିନେଇ…

ରତ୍ନସିଂହାସନରେ ଶ୍ରୀଜଗନ୍ନାଥ: ଜାଣନ୍ତୁ, କାହିଁକି ଦର୍ଶନ କଲେ ଧୋଇଯାଏ ସବୁ ପାପ !

ପୁରୀ: ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ସବୁ ଜନ୍ମର ପାପ ଧୋଇ ହୋଇଯାଏ । ସେଥିପାଇଁ ପୁରୀକୁ ଭକ୍ତ ଓ ଶ୍ରଦ୍ଧାଳୁ ମାଡି ଆସିଥାନ୍ତି । ଆସନ୍ତୁ ଜାଣିବା ଆଶ୍ଚର୍ଯ୍ୟଜନକ ରତ୍ନ ସିଂହାସନ ସମ୍ପର୍କରେ କିଛି ରୋଚକ ତଥ୍ୟ । ଶ୍ରୀମନ୍ଦିର…

୨୦୨୦ ଟ୍ରମ୍ପ ଓ ପୁତିନଙ୍କ ପାଇଁ ବିପଦପୂର୍ଣ୍ଣ ହେବ: ବାବା ଭ୍ୟାଙ୍ଗା

ବୁଲଗେରିଆର ନେତ୍ରହୀନ ବାବା ଭ୍ୟାଙ୍ଗା ୨୦୨୦ ନେଇ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିସାରିଛନ୍ତି । ଏହା ପୂର୍ବରୁ ଏହି ବାବା ୯/୧୧ ଏବଂ ଅନେକ ସଠିକ୍ ଭବିଷ୍ୟବାଣୀ କରିଥିଲେ । ୟୁରୋପ ଉପରେ ମୁସଲିମ ଚରମପନ୍ଥୀ ରାସାୟନିକ ଆକ୍ରମଣ କରିବେ ବୋଲି ସେ କହିଥିଲେ । ୮୫ ବର୍ଷ ବୟସରେ ୧୯୯୬ରେ ଏହି…

ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ମୃତଦେହ ଡ୍ୟାମରୁ ଉଦ୍ଧାର

ମାଲକାନଗିରି: ମାଲକାନଗିରିର ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେବନାରାୟଣ ପଣ୍ଡାଙ୍କ ମୃତଦେହକୁ ଶନିବାର ଦିନ ପୋଲିସ ଏସତୀଗୁଡା ଡ୍ୟାମରୁ ଉଦ୍ଧାର କରିଛି । ପ୍ରାପ୍ତ ସୂଚନାନୁଯାୟୀ, ଶ୍ରୀ ପଣ୍ଡା ଘରକୁ ନଫେରିବାରୁ ତାଙ୍କ ପତ୍ନୀ ଶୁକ୍ରବାର ରାତିରେ ଏନେଇ ଥାନାରେ ଏକ ମାମଲା ରୁଜୁ…