ଆନ୍ଧ୍ରପ୍ରଦେଶ ପରେ ଛତିଶଗଡର ପେପର ମିଲ୍ରେ ଗ୍ୟାସ୍ ଲିକ୍, ୭ ଗୁରୁତର
ରାୟପୁର: ଆନ୍ଧ୍ରପ୍ରଦେଶ ପରେ ଛତିଶଗଡରେ ମଧ୍ୟ ସମାନ ଘଟଣା ଘଟିଛି । ରାୟଗଡ ଜିଲ୍ଲାର ଏକ ପେପର ମିଲ୍ରେ ଗ୍ୟାସ୍ ଲିକ୍ ଯୋଗୁଁ ୭ଜଣ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।…