ଆଇଏସଏଲ ଫୁଟବଲ୍: କଳିଙ୍ଗ ଷ୍ଟାଡ଼ିୟମରେ ଜାମସେଦପୁର ଏଫସିକୁ ୨-୧ରେ ପରାସ୍ତ କଲା ଓଡ଼ିଶା ଏଫସି
ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏଫସି ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ହାସଲ କରିପାରିଛି । ଆଜିର ମ୍ୟାଚରେ ଓଡ଼ିଶା ଏଫସି ଚମତ୍କାର ଖେଳ ପ୍ରଦର୍ଶନ କରି ଜାମସେଦପୁର ଏଫସିକୁ ୨-୧ ଗୋଲରେ ପରାସ୍ତ କରିଛି ।…