ଭଦ୍ରକରେ ସ୍ୱାମୀର ବର୍ବୋରଚିତ କାଣ୍ଡ: ସ୍ତ୍ରୀକୁ କୋଦାଳରେ ହାଣି ଥାନାରେ ଆତ୍ମସମର୍ପଣ
ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଖପରପଦା ଗ୍ରାମରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ କୋଦାଳରେ ହତ୍ୟା କରି ଆତ୍ମସମର୍ପଣ କରିଛି ।
ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟାଇଛି ଖପରପଦା ଗ୍ରାମର ୪୦ ବର୍ଷ ବୟସ୍କ ପ୍ରଫୁଲ୍ଲ ବାରିକ । ୧୪ ବର୍ଷ ପୂର୍ବରୁ…