ବାପାଙ୍କ ଶେଷ ଦର୍ଶନ ଲାଗି ଝିଅ ରିଦ୍ଧିମାଙ୍କୁ ମିଳିଲା ଅନୁମତି
ନୂଆଦିଲ୍ଲୀ: ପ୍ରଖ୍ୟାତ ବଲିଉଡ ଅଭିନେତା ଋଷି କପୁରଙ୍କର ଗୁରୁବାର ଦିନ ଏଚ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଦେହାନ୍ତ ହୋଇଛି।
କ୍ୟାନ୍ସରରେ ପୀଡିତ ଥିବା ଋଷିଙ୍କର ମୁମ୍ବାଇରେ ମୃତ୍ୟୁ ହୋଇଯାଇଥିବା ବେଳେ ଲକଡାଉନ ଯୋଗୁଁ ବାପାଙ୍କୁ ହସ୍ପିଟାଲରେ ଦେଖିବାକୁ ଆସିପାରିନାହାନ୍ତି ତାଙ୍କ…