Latest Odisha News

BREAKING NEWS

ଆମେରିକାରେ ୨୪ ଘଣ୍ଟାରେ କରୋନା ନେଲା ୨୫୦୨ ମୁଣ୍ଡ

ୱାସିଂଟନ: କାୟା ବିସ୍ତାର କରୁଛି କରୋନା । କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ । ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏହାର ଭୟାବହତା ଆଗରେ ହାତ ଟେକି ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ମାରାତ୍ମକ ଭୂତାଣୁ ଆମେରିକାରେ ୨୪ ଘଣ୍ଟାରେ ନେଇଛି ୨୫୦୨…

ବସ୍ ଯୋଗେ ଆଜି କୋଟାରୁ ଓଡିଶା ଫେରିବେ ୯୭୫ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଏବଂ ଛାତ୍ରମାନଙ୍କୁ ଘରକୁ ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଗୁରୁବାର ଦିନ ରାଜସ୍ଥାନର କୋଟାରୁ ଓଡିଶା ପାଇଁ ୯୭୫ ଜଣ ଛାତ୍ର ବସ୍ ଯୋଗେ ଫେରିବା ନେଇ ସୂଚନା ମିଳିଛି । ସରକାରୀ ସୂତ୍ରରୁ…

ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ବସ୍ତିରେ ହେଉଛି ଖାଦ୍ୟ ବଣ୍ଟନ

ଭୁବନେଶ୍ୱର : ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ଲକ୍‌ଡାଉନ ସମୟରେ ରାଜଧାନୀର ବିଭିନ୍ନ ବସ୍ତିରେ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ଏଥି ସହ ଲୋକଙ୍କୁ ମାସ୍କ ବ୍ୟବହାରର ଉପକାରିତା ଓ ଘରୁ ନ ବାହାରିବା ପାଇଁ ସଚେତନ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ବୁଲା ଗାଇ, କୁକୁର…

ଝାରସୁଗୁଡା ଛୁଇଁଲା କରୋନା; କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହେଲା ବ୍ରଜରାଜନଗର

ଝାରସୁଗୁଡା: ପ୍ରଥମେ ଦେଶ ପରେ ଦେଶ, ତାପରେ ରାଜ୍ୟ ପରେ ରାଜ୍ୟ ଆଉ ଏବେ ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା । ବୁଧବାର ଦିନ ଏହି ୩ ଟି ନୂଆ ଜିଲ୍ଲାକୁ ସ୍ପର୍ଶ କରିଛି । ଝାରସୁଗୁଡା, କେନ୍ଦୁଝର ଓ ଦେବଗଡ଼। ଝାରସୁଗୁଡାରେ ପ୍ରଥମ କରୋନା ଆକାନ୍ତ ଚିହ୍ନଟ ହେବା ପରେ ଏହାର ବିସ୍ତାର…

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୧୨୮ ଛୁଇଁଲା

ଭୁୁବନେଶ୍ୱର : ଯାଜପୁରରୁ ଆଉ ତିନି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜିର ନୂଆ ତିନି କରୋନା ପଜିଟିଭ୍‌ଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ…

ଗାଁଲୋକଙ୍କ ଦ୍ୱାରା କରାଯାଉଥିବା ବ୍ୟାରିକେଡ ସମ୍ପୂର୍ଣ୍ଣ ବେଆଇନ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ । ପ୍ରଶାସନ ପକ୍ଷରୁ ସିଲ ହୋଇଛି ସବୁ ରାଜ୍ୟ ଓ ଜିଲ୍ଲାର ସୀମା । ଏହି ସମୟରେ ଅନେକ ଗାଁର ଲୋକ ମାନେ ମଧ୍ୟ ସେମାନଙ୍କ ଗ୍ରାମରେ ବ୍ୟାରିକେଡ କରିଥିବା ସାମ୍ନାକୁ ଆସିଛି । ତେବେ ଗାଁ ଲୋକଙ୍କ ଦ୍ଵାର କରା ଯାଉଥିବା ଏହି ବ୍ୟାରିକେଡ…

ମେଡିକାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ରିଷି କପୁର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁରଙ୍କୁ ବୁଧବାର ଦିନ ସ୍ଥାନୀୟ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିଷିଙ୍କ ବଡ ଭାଇ ରାନ୍ଧୀର କପୁର ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ସୂଚନା ଅନୁଯାୟୀ, ୬୬ ବର୍ଷୀୟ ଏହି ତାରକା ପୂର୍ବରୁ କର୍କଟ…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଏକ ହଜାର ଟପିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୦୦୮ରେ ପହଞ୍ଚିଛି । ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୭୮୭ ହୋଇଥିବା ଜଣାପଡିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୧ ଜଣ ମୃତ୍ୟୁବରଣ କରିଥିବା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦-୦୪-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ ତା ୩୦ ରିଖ ଗୁରୁବାର ମେଷ ୧୮ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଆଜି-: ଗୁରୁ ପୂଷ୍ଯା ଯୋଗ ଆଜି: ତାଳ ଖାଇବା…

କ୍ୱାରେଣ୍ଟାଇନ ହୋମରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ରାୟଗଡା: କ୍ୱାରେଣ୍ଟାଇନ ହୋମରେ ଥିବା ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଜିସିଡି ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ହୋମରେ ଥିବା ବେଳେ ଜଣେ ୩୮ ବର୍ଷୀୟ ଯୁବକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକଙ୍କ ନାଁ ଭୂପି ପାତ୍ର । ଫିନାଇଲ ପିଇବା ପରେ ତାଙ୍କ…