ଆଜି ବିଜୟ ଦିବସ; ଭାରତୀୟ ସେନାର ଅଦମ୍ୟ ଶକ୍ତି ସାମ୍ନାରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ
ନୂଆଦିଲ୍ଲୀ: ଆଜି ଡିସେମ୍ବର ୧୬ ତାରିଖ । ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଏହିଦିନରେ ପାକିସ୍ତାନ ଉପରେ ଭାରତୀୟ ସେନା ବିଜୟ ଲାଭ କରିଥିଲା । ଏହାକୁ ସ୍ମରଣ କରାଯାଇ ପ୍ରତ୍ୟେକ ବର୍ଷ ଏହାକୁ ବିଜୟ ଦିବସ ରୂପେ ପାଳନ କରାଯାଏ ।
ଏହିଦିନ ଭାରତୀୟ ବୀର ସୈନିକ ମାନେ…