ଓଡ଼ିଶା ଆସିବେ ରାହୁଳ ଗାନ୍ଧୀ
ନୂଆଦିଲ୍ଲୀ : ରାଜ୍ୟରେ ଥିବା କଂଗ୍ରେସ କର୍ମୀ ତଥା ନେତାମାନଙ୍କର ମନୋବଳ ବୃଦ୍ଧି କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓଡ଼ିଶାକୁ ଆସିବେ ।
ଆଜି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆଦିଲ୍ଲୀସ୍ଥ ରାହୁଳଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିବା ପରେ ରାହୁଳଙ୍କ ଓଡ଼ିଶା…