ଏକାଗ୍ରତା ଏବଂ ଲକ୍ଷ୍ୟର ଅଭାବ ଯୋଗୁଁ ଦେଶରେ ବୈଜ୍ଞାନିକ ଗବେଷଣା ଦୁର୍ବଳ ହେଉଛି: ଶିକ୍ଷାବିତ୍ ସୁଧାକର ପଣ୍ଡା
ଭୁବନେଶ୍ୱର: ଏକାଗ୍ରତା ଏବଂ ଲକ୍ଷ୍ୟର ଅଭାବ ଯୋଗୁଁ ଦେଶରେ ବୈଜ୍ଞାନିକ ଗବେଷଣା ଦୁର୍ବଳ ହେବାରେ ଲାଗିଛି ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ତଥା ବୈଜ୍ଞାନିକ ପ୍ରଫେସର ସୁଧାକର ପଣ୍ଡା ।
ଅନେକ ସମୟରେ ଭାରତ କାହିଁକି ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଉ ନାହିଁ ବୋଲି ପ୍ରଶ୍ନ…