ଲକଡାଉନ ସମୟରେ ଖୋଲା ହୋଇପାରିବ ନାହିଁ ମଦ ଦୋକାନ: କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଲକଡାଉନ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ପଞ୍ଜାବ ସରକାରଙ୍କ ଅନୁରୋଧକୁ ଗୃହ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି।
ଲକଡାଉନ ସମୟରେ ସରକାର ଅନ୍ୟ ଦ୍ରବ୍ୟ ମଧ୍ୟରେ ମଦ, ତମାଖୁ ଏବଂ ଗୁଟୁଖା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନିର୍ଦ୍ଦେଶାବଳୀ ସତ୍ତ୍ୱେ କେନ୍ଦ୍ର…