ଭୁବନେଶ୍ୱରର ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ବଦଳି ହେଲେ କ୍ରୀଡା ଶିକ୍ଷୟିତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଗତ ୨ ଦିନ ତଳେ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ସମ୍ପୃକ୍ତ କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଯାଜପୁର ଜିଲ୍ଲା ବ୍ୟାସନଗରର କେନ୍ଦ୍ରୀୟ ବିଦ୍ୟାଳୟକଙ୍କୁ ବଦଳି କରାଯାଇଛି ।
କେନ୍ଦ୍ରୀୟ…