୨୯ ଏପ୍ରିଲରେ ମାଉଂଟ ଏଭେରେଷ୍ଟର ଅଧା ଉଚ୍ଚତା ବିଶିଷ୍ଟ ଆଷ୍ଟ୍ରୟଡ ପୃଥିବୀର ନିକଟତର ହେବ
ନୂଆଦିଲ୍ଲୀ: ୨୯ ଏପ୍ରିଲରେ ମାଉଂଟ ଏଭେରେଷ୍ଟର ଅଧା ଉଚ୍ଚତା ବିଶିଷ୍ଟ ଏକ ଆଷ୍ଟ୍ରୟଡ ପୃଥିବୀର ନିକଟତର ହେବ । ଏହି କ୍ଷୁଦ୍ର ଗ୍ରହର ବ୍ୟାସ ୪.୧ କିଲୋମିଟର । ୨୯ ତାରିଖ ସକାଳ ୪ଟା୫୬ରେ ୩୧୩୨୦ ପ୍ରତି କିଲୋମିଟର ଗତିରେ ଏହା ପୃଥିବୀର ନିକଟତର ହେବ । ତେବେ ଏହା ପୃଥିବୀରେ ମାଡ ହେବ ନାହିଁ…