Latest Odisha News

BREAKING NEWS

‘ଟିଆରା କ୍ୱିନ୍ ଅଫ୍ ଇଣ୍ଡିଆ କଣ୍ଟେଷ୍ଟ’ ଜିତି ଓଡ଼ିଶାକୁ ଗୌରବାନ୍ୱିତ କଲେ ସ୍ୱାଗତିକା

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଯୁବତୀ ସ୍ୱାଗତିକା କୁଅଁର ‘ଟିଆରା କ୍ୱିନ୍ ଅଫ୍ ଇଣ୍ଡିଆ କଣ୍ଟେଷ୍ଟ’ରେ ବିଜୟ ମୁକୁଟ ପିନ୍ଧି ସାରା ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ପିଲାଟି ଦିନରୁ ସ୍ୱାଗତିକା ମଡ଼େଲିଂ କରିବାକୁ ବେଶ୍ ଭଲ ପାଆନ୍ତି । ଏକ ମଧ୍ୟବିତ୍ତ ପରିବାରରେ ବଢି ଆସିଥିବା ତଥା…

ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ବୁଧବାର ସକାଳୁ ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଚାଲୁଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୁଧବାର ଭୋର ପାଖାପାଖି ସାଢେ ୪ ଟା ସମୟରେ ପାଣ୍ଡିଆନଙ୍କ ସହ ପୂର୍ତ୍ତ ବିଭାଗ ସଚିବ କୃଷ୍ଣ…

ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ପୁନଃ ଚାଲୁ କରିବା ପାଇଁ ପିୟୂଷ ଗୋଏଲଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଅନୁଗୋଳ ଆଲୁମିନିୟମ୍ ପାର୍କ ପ୍ରକଳ୍ପ ପୁନଃ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପିୟୂଷ…

ଡ଼ିସ୍ ଟିଭିର ଆକର୍ଷଣୀୟ ଅଫର: ୨୧୯ ଟଙ୍କାରେ ୨୯୦ ଚ୍ୟାନେଲ୍ !

ଭୁବନେଶ୍ୱର: ଭାରତର ଲୋକପ୍ରିୟ ଡିଟିଏଚ କମ୍ପାନୀ ଡ଼ିସଟିଭି ତାର ଗ୍ରାହକ ବଢାଇବା ଉଦେଶ୍ୟରେ ବଜାରକୁ ଆକର୍ଷଣୀୟ ଅଫର ଆଣିଛି | ଡିସଟିଭି ୨୧୯ ଟଙ୍କାର ମାସିକ ରିଚାର୍ଜ ରେ ୨୯୦ ରୁ ଅଧିକ ଚ୍ୟାନେଲ ଦେଉଥିବା ଭଳି ଅଫର ଆଣି ଗ୍ରାହକଙ୍କୁ ନିଜ ଆଡକୁ ଟାଣିବାକୁ ଚାହିଁଛି | ଡାଇରେକ୍ଟ ଟୁ ହୋମ…

କୋଣାର୍କ ମହୋତ୍ସବର ୪ର୍ଥ ସନ୍ଧ୍ୟା: କୁଚିପୁଡ଼ି ନୃତ୍ୟରେ ପ୍ରତିଧ୍ବନିତ ହେଉଛି ମୁକ୍ତକାଶ ରଙ୍ଗମଞ୍ଚ

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଆଜି ଚତୁର୍ଥ ସନ୍ଧ୍ୟା । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ନିରବଚ୍ଛିନ୍ନ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ…

ବାରବାଟୀ ଦିନିକିଆ ମ୍ୟାଚ୍: ଆସନ୍ତାକାଲିଠାରୁ ଅନଲାଇନ ଟିକେଟ ବିକ୍ରି

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଗୁରୁବାରଠାରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯିବ । ଏହି ଅନଲାଇନ ଟିକେଟ ବିକ୍ରି ଡିସେମ୍ବର ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଓସିଏ ପକ୍ଷରୁ…

ଏନ୍ଏସ୍ଏସ୍ ଶାଖା ପକ୍ଷରୁ ସୋଆ କ୍ୟାମ୍ପସରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମବାର୍ଷିକୀ ଏବଂ ନ୍ୟାସନାଲ ସର୍ଭିସ ସ୍କିମର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ମଙ୍ଗଳବାର ଦିନ ସୋଆ କ୍ୟାମ୍ପସରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ବ୍ୟାଙ୍କକ୍ ଏସୀୟ ଶିଶୁ ସମ୍ମିଳନୀ: ଭାଗନେଲେ ଦୁଇ ଓଡିଆ ଝିଅ

ଭୁବନେଶ୍ୱର: ଜାତିସଂଘର ଶିଶୁ ଅଧିକାର ଘୋଷଣା ନାମାର ୩୦ ବର୍ଷ ପୂର୍ତ୍ତିକୁ ସାରା ବିଶ୍ଵ ପାଳନ କରୁଛି । ଏହି ଅବସରରେ ବ୍ୟାଙ୍କକ୍ ଏସୀୟ ଶିଶୁ ସମ୍ମିଳନୀ ଭାଗ ନେଇଛନ୍ତି ଦୁଇ ଓଡିଆ ଝିଅ । ସାଇଭାକ୍ ଆଞ୍ଚଳିକ ସଚିବାଳୟ (ଏସଆରଏସ), ସିଆରସି ଏସିଆ, ଏସିଡବ୍ଲୁସି ଥାଇଲାଣ୍ଡ ମିଳିତ ସହଯୋଗରେ…

ନାରୀ ସୁରକ୍ଷା ଦିଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ

ଚଣ୍ଡିଗଡ଼: ଦେଶରେ ପ୍ରାୟତଃ ସମସ୍ତ ସ୍ଥାନ ଦିନକୁ ଦିନ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହେବାରେ ଲାଗିଛି । ନାରୀ ନିର୍ଯ୍ୟାତନା ତଥା ଦୁଷ୍କର୍ମ ଘଟଣା ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି । ଏଭଳି କ୍ଷେତ୍ରରେ ପଞ୍ଜାବ ସରକାର ନାରୀଙ୍କ ସୁରକ୍ଷା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ…

ଦେଖନ୍ତୁ ବିଶ୍ୱର ୯ ଜଣ ସୁନ୍ଦରୀଙ୍କୁ; ଏଥିରେ ଅଛନ୍ତି ଜଣେ ଭାରତୀୟ !

ସୁନ୍ଦର ସାମଗ୍ରୀ ସବୁବେଳେ ସମସ୍ତଙ୍କର ଆଖିରେ ଲାଖି ରହିଥାଏ, ଆଉ ଯଦି ସୁନ୍ଦରୀ ମହିଳାଙ୍କ କଥା କହିବା ତ ଏମାନେ ସବୁବେଳେ ଲୋକଙ୍କ ଆକର୍ଷଣର କେନ୍ଦ୍ରରେ ହିଁ ରହିଥାନ୍ତି । ଆସନ୍ତୁ ନଜର ପକାଇବା ବିଶ୍ୱର ୯ ଜଣ ସବୁଠୁ ସୁନ୍ଦରୀ ମହିଳାଙ୍କ ଉପରେ । ଏହି ସୁନ୍ଦରୀ ମହିଳାମାନେ ନିଜର ସୁନ୍ଦରତା…