Latest Odisha News

BREAKING NEWS

ପୁରୀର ପ୍ରସିଦ୍ଧ ବାଟମଙ୍ଗଳା ମନ୍ଦିର: ବ୍ରହ୍ମାଙ୍କୁ ମାଆ ଶ୍ରୀମନ୍ଦିରକୁ ଦେଖାଇଥିଲେ ବାଟ !

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ପାଦ ଥାପିଲେ ଭକ୍ତମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଖେଳିଯାଇଥାଏ । କୁହାଯାଏ, ଯିଏ ବି ପୁରୀ ମାଟିରେ ପହଂଚେ...ବାଟମଙ୍ଗଳା ଠାକୁରାଣୀଙ୍କଠାରୁ ତାର ହୃଦୟ ସ୍ପନ୍ଦନ ବଢ଼ିଯାଏ କାରଣ ଆଉ ଅଳ୍ପ ଦୂରରେ ରହିଲା ଜଗନ୍ନାଥ ମନ୍ଦିର । ଏବେ ରାସ୍ତା ଘାଟ ଓ ଆଲୋକର…

ବ୍ୟବସାୟ ଜଗତରେ ପ୍ରବେଶ କଲେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆଥଲେଟିକ୍ ଟ୍ରାକରେ ଧମାଲ୍ କରିବା ପରେ ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ‘ଡିଟି ଡିଲାଇଟ୍ସି’ ନାମକ ୨ଟି ହୋଟେଲ୍ ଖୋଲିଛନ୍ତି ରାଜଧାନୀ ଭୁବନେଶ୍ୱରରେ ଦୂତି । ଗୋଟିଏ ହୋଟେଲ୍ ଶୈଳଶ୍ରୀ…

ଜୋମାଟୋରୁ ପିଜା ଅର୍ଡର କରି ଯୁବକ ହରାଇଲେ ୯୫,୦୦୦ ଟଙ୍କା

ବାଙ୍ଗାଲୁରୁ: ବାଙ୍ଗାଲୁରୁର ଏନଭି ଶେଖ ନାମକ ଜଣେ ବ୍ୟକ୍ତି ହୋମ୍ ଡେଲିଭରିଂ ସଂସ୍ଥା ‘ଜୋମାଟୋ’ରୁ ଏକ ପିଜା ଅର୍ଡର କରି ହରାଇଛନ୍ତି ପାଖାପାଖି ୯୫ ହଜାର ଟଙ୍କା ଅର୍ଥରାଶି । ସୂଚନାନୁଯାୟୀ, ପାଖାପାଖି ୧ ଘଣ୍ଟା ମଧ୍ୟରେ ଘରେ ପିଜା ନପହଞ୍ଚିବାରୁ ସେ ଆପରେ ଥିବା ଏକ ନଂ ଜରିଆରେ କଷ୍ଟମର…

ହାଇଦ୍ରାବାଦ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର: ପୋଲିସକୁ ବିଭିନ୍ନ ମହଲରୁ ପ୍ରଶଂସା, ଜାଣନ୍ତୁ କିଏ କ’ଣ କହିଲେ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୪ ଜଣ ଅଭିଯୁକ୍ତଙ୍କର ପୋଲିସର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି । ହାଇଦ୍ରାବାଦ ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସାର ଛୁଟୁଥିବା ବେଳେ…

ଆସନ୍ତାକାଲି ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟ ନିର୍ବାଚନ; କେଉଁସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ହେବ ମତଦାନ, ଜାଣନ୍ତୁ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭାର ୨୦ଟି ଆସନରେ ଡ଼ିସେମ୍ବର ୭ ତାରିଖ ଅର୍ଥାତ ଆସନ୍ତାକାଲି ୨ୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଝାଡ଼ଖଣ୍ଡରେ ଥିବା ଅଧିକାଂଶ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ନିର୍ବାଚନ ପ୍ରଚାର ଗତକାଲିଠାରୁ ସମାପ୍ତ ହୋଇଛି…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ୧୫ ଡିଗ୍ରୀ ତଳେ ୧୩ ସହର

ଭୁବନେଶ୍ୱର: ରାଜ୍ୟରେ ଏତେଟା ଥଣ୍ଡା ଅନୁଭୂତ ନହେଉଥିବା ବେଳେ ଶୁକ୍ରବାର ରାତିଠାରୁ ଶୀତର ମାତ୍ରା ବଢିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇବେଳେ ଫୁଲବାଣୀରେ ଆଜି…

ପାରାଦୀପରୁ ଧରାପଡିିଲା ବିରଳ ପ୍ରଜାତି ମାଛ, ଦେଖନ୍ତୁ ଭିଡିଓ

ପାରାଦୀପ: ପାରାଦୀପ ନିକଟସ୍ଥ ଗଭୀର ସମୁଦ୍ର ମଧ୍ୟରୁ ଜଣେ ମତ୍ସ୍ୟଜୀବୀ ଗତ ଗୁରୁବାର ସଂଧ୍ୟାରେ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ଦେଖନ୍ତୁ ଭିଡିଓ:- https://youtu.be/_37puDe1vsQ ପ୍ରାପ୍ତ ସୂଚନାନୁଯାୟୀ, ଗତକାଲି ସଂଧ୍ୟାରେ ଅଠରବାଙ୍କି ବାଲିପ୍ଲଟର ମସ୍ର‌୍ୟଜିବୀ ମାନେ ଟଲର…

ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଜିଣିଲେ ସ୍ୱର୍ଣ୍ଣ ପଦକ

କାଠମାଣ୍ଡୁ: ନେପାଳରେ ଅନୁଷ୍ଠିତ ହେଉଥିବା ତ୍ରୟୋଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉଦୀୟମାନ ଓଡ଼ିଆ ଭାରୋତ୍ତଳନକାରୀ ଝିଲ୍ଲୀ ଦଳବେହେରା ଏକ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ଝିଲ୍ଲୀ ମହିଳା ୪୫ କେଜି ବର୍ଗରେ ୧୫୧ କିଲୋଗ୍ରାମ ଓଜନର ଭାର ଉଠାଇ ଏହି ସଫଳତା…

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ଟକ୍କର ଆଜି 

ନୂଆଦିଲ୍ଲୀ: ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଆରମ୍ଭ କରିବା ଲାଗି ରଣନୀତି ପସ୍ତୁତ କରିଛନ୍ତି । ଆଜି ରାତି ୭ଟା ବେଳେ ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉଦବେଗ୍ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ପୋଲିସର ଏନକାଉଣ୍ଟରରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ପୋଲିସ ପକ୍ଷରୁ…